Перейти к содержимому

Aa Bhijiba Adha Adha | Odia Dance Song | Mantu Churia & Aseema Panda | SSM

Shruti Sikha Music

0:00 / 0:00

Aa Bhijiba Adha Adha | Odia Dance Song | Mantu Churia & Aseema Panda | SSM

13 661 просмотр · 9 дней назад
Shruti Sikha Music
14,2 тыс. подписчиков
13 661 просмотр · 9 дней назад
🎵 Presented by Shruti Sikha Music Aa Bhijiba Adha Adha | Odia Dance Song | Mantu Churia & Aseema Panda | SSM Song : Aa Bhijiba Adha Adha Singer : Mantu Churia & Aseema Panda Music : Santosh Kumar Lyrics : Tapu Nayak Recorded at : Yash Studio Cuttack Mix & Master : Shubu Da Producer : Jagayoti Jena Label : Shruti Sikha Music ଆକାଶ'ରୁ ଵୁନ୍ଦା ଵୁନ୍ଦା, ଵରଷା ଯାଏ ଝରି ଆକାଶ'ରୁ ଵୁନ୍ଦା ଵୁନ୍ଦା, ଵରଷା ଯାଏ ଝରି ସେ ବରଷା' ଛୁଆଁ'ରେ ମୁଁ ଯାଏ ଲୋ ମରି ମରି ଲାଗୁଚି ଇଏ ପ୍ରେମ'ର ପାଗ ବଢି ଯାଉଛି ମନ'ର ଵେଗ ମୋ ସାଥେ ଟିକେ ଭିଜିଲେ ଥରେ, ହବ କି ଅସୁବିଧା ମୁଁ ବି ଓଦା'କୁ ତୁ ବି ଓଦା, ଆ' ଭିଜିବା ଲୋ ଅଧା ଅଧା ତୁ ଵି ଓଦା'କୁ ମୁଁ ବି ଓଦା, ଆ' ଭିଜିବାରେ ଅଧା ଅଧା ତୁ ଲାଜରେ, ଜଳି ଯାଉଛୁ, ସରି ଯାଉଛୁ ମତେ ଚାହିଁ ତୋ ଦେହରେ, ଏତେ ଚମକ, ଵିଜୁଳି ପାଖେ ଟିକିଏ ନାହିଁ ହାତରେ ମୋର ଛତା ଧରିଛି, ପଵନ ଆସି ନଉଛି ଟାଣି ଭିଜୁଛି ମନ, ଭିଜୁଛି ଦେହ, ଶ୍ରାବଣ ଯେଵେ କରୁଛି ଗୁଣି ବାଦଲ ଫାଙ୍କେ ହସୁଛି ମେଘ କମେଇ ଦିଅ ଟିକିଏ ରାଗ ଏ କି ଋତୁରେ ପ୍ରେମ ଝରୁଛି, ଆ ଫୁଲେଇ ରାଧା.... ମୁଁ ବି ଓଦା'କୁ ତୁ ବି ଓଦା, ଆ' ଭିଜିବା ଲୋ ଅଧା ଅଧା ତୁ ଵି ଓଦା'କୁ ମୁଁ ବି ଓଦା, ଆ' ଭିଜିବାରେ ଅଧା ଅଧା ମୋ ପାଦ' ଖସେ, ଓଦା ମାଟିରେ, ଭରି ଯାଉଛି, ପ୍ରେମ ମହକ ପହିଲି ଵର୍ଷା, ଖୋଜେ ମିଳନ, ଟାଣି ନେଲୁ କି କରି କୁହୁକ ତୋ ପାଦ ଯେବେ ନାଚି ଯାଉଛି, ମେଘ ଝରୁଛି ତୁହାକୁ ତୁହା ଯେତେ ଥର ମୁଁ ତତେ ଦେଖୁଛି, ଲାଗୁଛୁ ମତେ ନୂଆକୁ ନୂଆ ଥମିଵ କେଵେ ଏଇ ଵରଷା ହେଲେଣି ଆଜି ମୁଁ ଲୋକହସା ଚହଲି ଯାଏ ଚଗଲୀ ଦେହ, ମନକୁ ଲାଗେ ବାଧା ମୁଁ ବି ଓଦା'କୁ ତୁ ବି ଓଦା, ଆ' ଭିଜିବା ଲୋ ଅଧା ଅଧା ତୁ ଵି ଓଦା'କୁ ମୁଁ ବି ଓଦା, ଆ' ଭିଜିବାରେ ଅଧା ଅଧା Subscribe to Shruti Sikha Music for original Odia music videos, studio sessions, dubbing BTS, outdoor shooting BTS, and new music releases. 👍 Like | 💬 Comment | 🔔 Subscribe | ↗️ Share #ShrutiSikhaMusic #OdiaMusic #OdiaSong #mantuchuriasong #aseemapanda #newodiadancesong #odiadancesong #hitodiasong #aseemapanda_mantuchuria_song #newsong #odiasong #hitodiasong #trendingsong #tapu_nayak #Santosh_kumar #Jagayoti_jena