ABUJHA PUA | ଅବୁଝା ପୁଅ | BALIA LIMA | NEW ODIA CHRISTIAN SONG | STUDIO @ABlNASHDlGAL
#ABlNASH #ORIYA #MUSIC
0:00 / 0:00
ABUJHA PUA | ଅବୁଝା ପୁଅ | BALIA LIMA | NEW ODIA CHRISTIAN SONG | STUDIO @ABlNASHDlGAL
3 141 просмотр · 2 месяца назад
#ABlNASH #ORIYA #MUSIC
7,06 тыс. подписчиков
3 141 просмотр · 2 месяца назад
ABUJHA PUA | ଅବୁଝା ପୁଅ | BALIA LIMA | NEW ODIA CHRISTIAN SONG | AMIT BADANAYAK | STUDIO VERSION
@AmitBadanayak @AmitPaniOfficial @ABlNASHDlGAL @paulsalmanchristianmusicଅବୁଝା ପୁଅ ମୁଁ ଯେ ଅବୁଝା ପୁଅ...
ମୁଁ ଯେ ଅବୁଝା ପୁଅ ଭାରି ନିଃସହାୟ..(୨ଥର)
ସମ୍ପତ୍ତି ଲାଳସାରେ ଗଲି ମୁଁ ବହୁ ଦୂରେ
ହେଇଗଲି ଦୁରାଚାର...
ହେ ପ୍ରଭୁ ମୋତେ ତୋଳି ଧର
ହେ ଯୀଶୁ ମୋତେ କ୍ଷମା କର...(୨ଥର)..=୦=
ନିଜ ପିତା ମାତାଙ୍କର ଅବାଧ୍ୟ ମୁଁ ହେଲି Song : Abujha Pua (Studio Version)
Singer : Balia Lima (Viral Singer)
Lyrics & Music : Amit Badanayak
Music Arrangement : Bapi Samal
ମୋ ଭାଗର ସମ୍ପତ୍ତିକୁ ମାଗି ନେଇଗଲି
କୁସଙ୍ଗ ସହିତ ମିଶି ଦିନ ବିତାଇଲି
ଅଯଥାରେ ଧନ ସବୁ ଉଡ଼ାଇ ମୁଁ ଦେଲି...
ଯୋଗ୍ୟ ନୁହେଁ ମୁଁ ଯେ କ୍ଷମା ପାଇବାକୁ
ଲାଜ ଲାଗେ ଆଜି ମୋତେ କହିବାକୁ...
ବୁଝି ପାରିଛି ଆଜି ଭୁଲ୍ କୁ ମୋର...
ହେ ପ୍ରଭୁ ମୋତେ ତୋଳି ଧର
ହେ ଯୀଶୁ ମୋତେ କ୍ଷମା କର...(୨ଥର)..=୧=
ସଂସାର ଲୋଭରେ ପଡ଼ି ତୁମକୁ ଭୁଲିଛି
ନିଜ ଇଛା ଅନୁସାରେ ବାଟ ଚାଲିଅଛି
ସେବା ଉପାସନା ପ୍ରତି ହେଳା ମୁଁ କରିଛି
ପ୍ରଭୁ ତୁମ ବାକ୍ୟ ସବୁ ତୁଚ୍ଛ କରିଅଛି
ଆଜି ଅନୁତାପ ହୃଦେ ମୁଁ ଫେରିଛି
ତୁମ୍ଭ ନିକଟରେ କ୍ଷମା ମାଗୁଅଛି
ମୋ ପାପ ଦୋଷକୁ ବାରେ ନ ଧର...
ହେ ପ୍ରଭୁ ମୋତେ ତୋଳି ଧର
ହେ ଯୀଶୁ ମୋତେ କ୍ଷମା କର...(୨ଥର)..=୨=