କାହା ଅନୁମତିରେ ଆଥଲେଟ ରାତିରେ ଗଲେ କେମିତି ? | Odisha Reporter
Odisha Reporter
0:00 / 0:00
କାହା ଅନୁମତିରେ ଆଥଲେଟ ରାତିରେ ଗଲେ କେମିତି ? | Odisha Reporter
4 990 просмотров · 1 дн. назад
Odisha Reporter
2,99 млн подписчиков
4 990 просмотров · 1 дн. назад
କାହା ଅନୁମତିରେ ଆଥଲେଟ ରାତିରେ ଗଲେ କେମିତି ? | Odisha Reporter
ଦୁଇ ଆଥଲେଟ୍ଙ୍କ ମୃତ୍ୟୁକୁ ନେଇ ଉଠିଲା ବଡ଼ ପ୍ରଶ୍ନ! କାହା ଅନୁମତିରେ ଏତେ ରାତିରେ ଦଶହରା ମେଢ଼ ଦେଖିବାକୁ ଯାଇଥିଲେ ଖେଳାଳି? ରାଜ୍ୟ ସରକାର ଓ ରିଲାଏନ୍ସ ଫାଉଣ୍ଡେସନକୁ ଏଭଳି ପ୍ରଶ୍ନ କରିଛନ୍ତି ଅଲିମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ। ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମଳୟ ବାରିକ ଓ ଜୟରାମ ଦଣ୍ଡପତି କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଥିଲେ। ତେବେ ଏତେ ରାତିରେ ସେମାନେ କାହିଁକି ଓ କେମିତି ମେଢ଼ ଦେଖିବାକୁ ଗଲେ, ତାହାକୁ ନେଇ ଜବାବ ମାଗିଛନ୍ତି ଦୂତୀ। ଏକ ଛୋଟ ଭୁଲ ପାଇଁ ଦେଶ ଆଥଲେଟିକ୍ସ ଜଗତର ଦୁଇ ପ୍ରତିଭାଙ୍କୁ ହରାଇଲା ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି ସେ। ଦୁଇ ଖେଳାଳିଙ୍କ ମୃତ୍ୟୁ ପରେ ଦାୟିତ୍ୱ କାହାର? ଖେଳାଳିଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ। ଦେଖନ୍ତୁ ପୂରା ଖବର, କେବଳ Odisha Reporterରେ।
#OdishaReporter #OdishaNews #ଦୂତୀଚାନ୍ଦ #ମଳୟବାରିକ #ଜୟରାମଦଣ୍ଡପତି #ଆଥଲେଟ୍ #ଖେଳାଳିଙ୍କସୁରକ୍ଷା #କଳିଙ୍ଗଷ୍ଟାଡିୟମ #DuteeChand #Athletics #AthleteSafety #OdishaSports #SportsNews
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter