କର୍ମଫଳ ରୁ ମୁକ୍ତି କିପରି?। ଭଗବଦ୍ ଗୀତା। ଦ୍ବିତୀୟ ଅଧ୍ୟାୟ। ଶ୍ଳୋକ ୪୭ ଓ ୪୮ । Sachidananda Spiritual ।
Sachidananda Spiritual
0:00 / 0:00
କର୍ମଫଳ ରୁ ମୁକ୍ତି କିପରି?। ଭଗବଦ୍ ଗୀତା। ଦ୍ବିତୀୟ ଅଧ୍ୟାୟ। ଶ୍ଳୋକ ୪୭ ଓ ୪୮ । Sachidananda Spiritual ।
112 просмотров · 1 мес. назад
Sachidananda Spiritual
79 подписчиков
112 просмотров · 1 мес. назад
କର୍ମଫଳ ରୁ ମୁକ୍ତି କିପରି?। ଭଗବଦ୍ ଗୀତା। ଦ୍ବିତୀୟ ଅଧ୍ୟାୟ। ଶ୍ଳୋକ ୪୭ ଓ ୪୮ । Sachidananda Spiritual ।
ଭଗବଦ୍ ଗୀତାର ଦ୍ବିତୀୟ ଅଧ୍ୟାୟର ଶ୍ଳୋକ ୪୭ ଓ ୪୮ରେ ଶ୍ରୀକୃଷ୍ଣ କର୍ମ ଓ କର୍ମଫଳ ରୁ ରହସ୍ୟ ବୁଝାଇଛନ୍ତି। ଏହି ଭିଡିଓରେ ଶ୍ଳୋକ ୪୭ଓ୪୮ ର ସରଳ ଓଡ଼ିଆ ଅର୍ଥ ଓ ବ୍ୟାଖ୍ୟା ଦିଆଯାଇଛି ଏବଂ ଏହାର ଆଧ୍ୟାତ୍ମିକ ତାତ୍ପର୍ଯ୍ୟ ବୁଝାଯାଇଛି।
ଏହି ଭିଡିଓରେ ଆପଣ ଜାଣନ୍ତୁ:
ମଣିଷ କିପରି କର୍ମ କରିବା ସତ୍ତ୍ବେ କର୍ମଫଳର ବନ୍ଧନରୁ ମୁକ୍ତ ହୋଇପାରିବ?
ସୁଖ ଦୁଃଖ,ଲାଭ କ୍ଷତି,ଜୟ ପରାଜୟ ରେ ସମ ଭାବ କିପରି ରହିବ?
How to Get Freedom from the Fruits of Karma?
BhagavadGita
OdiaGita
ଭଗବଦ୍ଗୀତା
କର୍ମଯୋଗ
କର୍ମଫଳ
ଶ୍ରୀକୃଷ୍ଣ
Thank you for watching the video.