🌶️ ଚପ୍ ସେ ପୁଣି ମସଲା ଦିଆ! | Spicy Odia Style Masala Chop Recipe | Evening Snacks #Mma Krishodia vlg
Mama krishna odia vlogs
0:00 / 0:00
🌶️ ଚପ୍ ସେ ପୁଣି ମସଲା ଦିଆ! | Spicy Odia Style Masala Chop Recipe | Evening Snacks #Mma Krishodia vlg
314 просмотров · 4 дня назад
Mama krishna odia vlogs
2,63 тыс. подписчиков
314 просмотров · 4 дня назад
ଆଜିର ଏହି ଭିଡିଓରେ ଦେଖନ୍ତୁ ଅତି ସହଜ ଓ ଚଟପଟା "ଚପ୍ ସେ ପୁଣି ମସଲା ଦିଆ" ରେସିପି! ସନ୍ଧ୍ୟା ବେଳେ ଗରମ ଗରମ ଚା’ ସହିତ ଏହି ମସଲା ଚପ୍ ଖାଇବାର ମଜା ହିଁ ନିଆରା। ଘରେ ଥିବା କମ୍ ସାମଗ୍ରୀରେ କିପରି ଦୋକାନ ଭଳି କ୍ରିସପି ଓ ସ୍ବାଦିଷ୍ଟ ଚପ୍ ବନାଇବେ, ସେହି ସହଜ ଉପାୟ ଏହି ଭିଡିଓରେ ସେୟାର କରାଯାଇଛି।
ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ, ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଭୁଲିବେନି!
Mama Krishna odia vlogs