Перейти к содержимому

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

Swasthya Plus Odia

0:00 / 0:00

ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? | Dr Manas Ranjan Pradhan on Urinary Tract Infection | Prevent UTI

881 501 просмотр · 5 лет назад
Swasthya Plus Odia
803 тыс. подписчиков
881 501 просмотр · 5 лет назад
#UrinaryTractInfection #UTI #DoctorAdvice #OdiaHealthTips   ମଣିଷ ଶରୀରରେ ସବୁଠୁ ଅଧିକା ଦେଖାଦଉଥିବା ସମସ୍ୟା ମଧ୍ୟରୁ ୟୁରିନ୍ ଇନଫେକ୍ସନ୍ ବା ମୂତ୍ରମାର୍ଗ ସଂକ୍ରମଣ ଅନ୍ୟମତ। ମୂତ୍ରାଶୟ କିମ୍ବା ମୂତ୍ରନଳୀରେ ଜୀବାଣୁ ସଂକ୍ରମଣକୁ ୟୁରିନ୍ ଇନଫେକ୍ସନ୍ କୁହାଯାଏ। ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ୟୁରିନ୍ ଇନଫେକ୍ସନ୍ ଅଧିକ ଦେଖାଯାଏ। ତେବେ କାହିଁକି ହୁଏ ୟୁରିନ୍ ଇନଫେକ୍ସନ୍? ଏହାର ଲକ୍ଷଣ, ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ କିଡନି ରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପ୍ରଧାନଙ୍କଠାରୁ ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି, ୟୁରିନ୍ ଇନଫେକ୍ସନ୍ କ’ଣ? (0:00) ୟୁରିନ୍ ଇନଫେକ୍ସନର ଆଶଙ୍କା କାହାକୁ ଅଧିକ? (1:26) ୟୁରିନ୍ ଇନଫେକ୍ସନ୍ କାହିଁକି ହୁଏ? (2:15) ୟୁରିନ୍ ଇନଫେକ୍ସନର ଲକ୍ଷଣ କ’ଣ? (4:20) ୟୁରିନ୍ ଇନଫେକ୍ସନର ଜଟିଳତା (5:09) ୟୁରିନ୍ ଇନଫେକ୍ସନର ଚିକିତ୍ସା (5:55) କେମିତି ରୋକିବେ ୟୁରିନ୍ ଇନଫେକ୍ସନ୍? (7:36) ୟୁରିନ୍ ଇନଫେକ୍ସନ୍ ରୋକିବା ପାଇଁ ପାଣିର ଭୂମିକା (9:41) ଡାକ୍ତରଙ୍କ ପରାମର୍ଶ (10:29)   One of the most common problems in the human body is urinary tract infections (UTI). Bacterial infections in the bladder or urethra are called urinary tract infections. Urine infections are more common in women than in men. So why does urine infection happen? Let us find out more about its symptoms, treatment, and prevention from Dr Manas Ranjan Pradhan, a Urologist. In this video, What is Urine infection? (0:00) Who is more at risk of urinary tract infections (UTI)? (1:26) Causes of Urine infection (2:15) Symptoms of urinary tract infections (4:20) Complications of urinary tract infections (5:09) Treatment of urinary tract infections (5:55) How to prevent urinary tract infections? (7:36) The role of water in preventing urinary tract infections (9:41) Doctors Advice (10:29) Subscribe Now & Live a Healthy Life! ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍ ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!