Перейти к содержимому

ନାଗ ସାପ ରୂପରେ ଦେଖାଦେଲେ ଠାକୁର। Odisha Village Life। Koraput Tribal People। Shiva Temple। Odia Story

KMNR Village Life

0:00 / 0:00

ନାଗ ସାପ ରୂପରେ ଦେଖାଦେଲେ ଠାକୁର। Odisha Village Life। Koraput Tribal People। Shiva Temple। Odia Story

1 463 просмотра · 2 мес. назад
KMNR Village Life
3,53 тыс. подписчиков
1 463 просмотра · 2 мес. назад
ନମସ୍କାର ବନ୍ଧୁମାନେ 🙏 ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ ଏକ ଗାଁରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ଶିବ ମନ୍ଦିର। କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଦୁଧାରି ପଞ୍ଚାୟତର ଶୁଣ୍ଢି ପୁଟ ଗାଁରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦିନ ଶହ ଶହ ଲୋକଙ୍କ ସମ୍ମୁଖରେ ସେଦିନ ଏକ ନାଗ ସର୍ପ ମନ୍ଦିର ପ୍ରାଙ୍ଗଣକୁ ଆସି ବେଶ୍ କିଛି ସମୟ ରହି ଫଣା ଟେକି ସମସ୍ତଙ୍କୁ ଦର୍ଶନ ଦେଇଥିଲା। ଗାଁ ଲୋକଙ୍କ ଭକ୍ତି ଭାବରେ ପ୍ରୀତ ହୋଇ ସେଦିନ ଠାକୁର ସର୍ପ ରୂପରେ ଆସି ଶୁଣ୍ଢି ପୁଟ ଗାଁ ଲୋକଙ୍କୁ ଦର୍ଶନ ଦେଇଥିବା ଚର୍ଚ୍ଚା ହେଉଛି। ଏହି ଭିଡ଼ିଓ ରେ ମନ୍ଦିରର ସୁନ୍ଦର ନିର୍ମାଣ ଶୈଳୀ, ଗ୍ରାମ ପରିବେଶ ଏବଂ ଏହା ସହ ଜଡ଼ିତ ଥିବା କାହାଣୀ ବିଷୟରେ ଆପଣମାନେ ଜାଣିବାକୁ ପାଇବେ। ଭିଡ଼ିଓ ଟି ଭଲ ଲାଗିଲେ Like 👍। ଶରେ🤳। Comment 💬। କରିବା ସହିତ ଚ୍ୟାନେଲ କୁ ସବସ୍କ୍ରାଇବ 🔔କରନ୍ତୁ। #Koraput Vlog #Odisha Temple #Odisha Temple Vlog #Village Temple #Famous Temple In Odisha #Fomous Temple In Koraput #Odisha Tourism #Odisha Mandir #Odia Vlog #KMNR Village Life #koraputvlog #odishatemple #odishatemplevlog #villagetemple #famoustempleinodisha #famoustempleinkoraput #odishatourism #odishamandir #odiavlog #kmnrvillagelife