ମଦୁଆ ପୋଲିସ ଡ୍ରାଇଭର ମଡେଇଦେଲା | Odisha Reporter
Odisha Reporter
0:00 / 0:00
ମଦୁଆ ପୋଲିସ ଡ୍ରାଇଭର ମଡେଇଦେଲା | Odisha Reporter
3 967 просмотров · 6 ч назад
Odisha Reporter
2,99 млн подписчиков
3 967 просмотров · 6 ч назад
ମଦୁଆ ପୋଲିସ ଡ୍ରାଇଭର ମଡେଇଦେଲା | Odisha Reporter
ମଦ ପିଇ ପୋଲିସ ବସ୍ ଚଳାଉଥିଲେ ଡ୍ରାଇଭର, ଆଉ ଘଟାଇଲେ ଦୁର୍ଘଟଣା। ସ୍ପିଡ୍ରେ ପୋଲିସ ବସ୍ ନେଇ ଫେରାର ହେବାକୁ ଉଦ୍ୟମ ବେଳେ ପଛେ ପଛେ ଗୋଡ଼ାଇଲେ ଉତ୍ତ୍ୟକ୍ତ ଲୋକେ। ରାସ୍ତାରେ ହୋହଲ୍ଲା, ଠେଲାପେଲା ଓ ଉତ୍ତେଜନା। ମଦ୍ୟପ ଡ୍ରାଇଭରଙ୍କ ଏଭଳି କାଣ୍ଡକୁ ନେଇ ତାତିଲେ ସ୍ଥାନୀୟ ବାସିନ୍ଦା। ଦୁର୍ଘଟଣା ପରେ ରାସ୍ତା ଅବରୋଧ କରି କ୍ଷତିପୂରଣ ଦାବି କଲେ ଲୋକେ।
#DrunkDriving #PoliceBus #PoliceDriver #RoadAccident #OdishaPolice #DrunkDriver #PublicProtest #RoadBlockade #CompensationDemand #RoadSafety #OdishaNews #CrimeNews #OdishaReporter #BreakingNews #OdishaLatestNews
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter