Перейти к содержимому

ବାଙ୍ଗାଲୋରରେ ଓଡ଼ିଆଙ୍କ ଭବ୍ୟ ଦୁର୍ଗାପୂଜା ! ଅବିକଳ କଟକ ମେଢ଼ ଦେଖିବାକୁ ଭିଡ଼ | Sambhabana Live

Sambhabana Live

0:00 / 0:00

ବାଙ୍ଗାଲୋରରେ ଓଡ଼ିଆଙ୍କ ଭବ୍ୟ ଦୁର୍ଗାପୂଜା ! ଅବିକଳ କଟକ ମେଢ଼ ଦେଖିବାକୁ ଭିଡ଼ | Sambhabana Live

2 855 просмотров · 3 дня назад
Sambhabana Live
26,4 тыс. подписчиков
2 855 просмотров · 3 дня назад
ବାଙ୍ଗାଲୋରରେ ଓଡ଼ିଆଙ୍କ ଭବ୍ୟ ଦୁର୍ଗାପୂଜା! ଓଡ଼ିଶାଠାରୁ ଦୂରରେ କର୍ଣ୍ଣାଟକର ବାଙ୍ଗାଲୋର ସରଜାପୁରାରେ ଝଲସିଲା ଓଡ଼ିଆଙ୍କ କଳା, ସଂସ୍କୃତି ଓ ପରମ୍ପରା। କର୍ଣ୍ଣାଟକ ଆଦର୍ଶ ଓଡ଼ିଆ ଆସୋସିଏସନ୍ ପକ୍ଷରୁ ଆୟୋଜିତ ହୋଇଛି ପଞ୍ଚମ ଦୁର୍ଗାପୂଜା। ଏହି ପୂଜାର ମୁଖ୍ୟ ଆକର୍ଷଣ ସାଜିଛି ଅବିକଳ କଟକ ଶୈଳୀର ମେଢ଼। ମା’ ଦୁର୍ଗାଙ୍କ ଦର୍ଶନ ସହ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ୟବସ୍ଥା। ଦାଣ୍ଡିଆ ନାଇଟ୍ ଓ ମେଳାରେ ଉତ୍ସବମୁଖର ପରିବେଶ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ କର୍ଣ୍ଣାଟକ ଡିଜିପି ଡ. ପ୍ରଣବ ମହାନ୍ତି। ସୁଦୂର ବାଙ୍ଗାଲୋରରେ ଓଡ଼ିଆଙ୍କ ଏହି ଭବ୍ୟ ଆୟୋଜନକୁ ନେଇ ଉତ୍ସାହିତ ଶ୍ରଦ୍ଧାଳୁ। ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ। ଭିଡିଓ ଜର୍ଣ୍ଣାଲିଷ୍ଟ ଆଶିଷଙ୍କ ରିପୋର୍ଟ। କେବଳ ସମ୍ଭାବନା ଲାଇଭ୍‌ରେ। ଭିଡିଓଟି ଭଲ ଲାଗିଲେ Like କରନ୍ତୁ। ନୂଆ ଖବର ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ। ଖବରଟିକୁ Share କରି ଓଡ଼ିଆଙ୍କ ଗୌରବକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାନ୍ତୁ। #SambhabanaLive #BangaloreDurgaPuja #OdiaCommunity #DurgaPuja2026 #OdishaCulture #CuttackMedha #BangaloreNews #OdiaNews #ଦୁର୍ଗାପୂଜା #ଓଡ଼ିଆସଂସ୍କୃତି Sambhabana Live always helps the helpless people and fights to give their rights in legal way. This channel is a ray of hope for hopeless people. Mainly It is a news-based channel along with other events. It works in fact without fear and pressure. This channel was launched on 23rd November 2023 in Odisha. You can watch this channel through social media platforms like Facebook, Instagram and YouTube . Our website is www.sambhabanalive.in . This channel forever grateful to, viewers for their love, confidence, unwavering trust.