Перейти к содержимому

28 ରୁ 30 … ଉଠିବ ପଡ଼ିବ ଓଡ଼ିଶା| Odisha Reporter

Odisha Reporter

0:00 / 0:00

28 ରୁ 30 … ଉଠିବ ପଡ଼ିବ ଓଡ଼ିଶା| Odisha Reporter

10 066 просмотров · 4 часа назад
Odisha Reporter
2,98 млн подписчиков
10 066 просмотров · 4 часа назад
28 ରୁ 30 … ଉଠିବ ପଡ଼ିବ ଓଡ଼ିଶା| Odisha Reporter ସେପ୍ଟେମ୍ବର ୨୮ ତାରିଖ। ଏମ ଏମ ଡି ଆର ସଂଶୋଧିତ ଆଇନକୁ ନେଇ ବିଜେଡିର ବିଧାନସଭା ଘେରାଉ ଡାକରା। ଦଳୀୟ କର୍ମୀଙ୍କୁ ଏକାଠି କରି ରାଜଧାନୀ ଜାମ କରିବାକୁ କରିଛନ୍ତି ଯୋଜନା। ରାମ ମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ଓ ପିଏମଜି ପର୍ଯ୍ୟନ୍ତ ସବୁକିଛି ଜାମ। ଠିକ ସେହିପରି ସେପ୍ଟେମ୍ବର ୨୯ ତାରିଖ ବିରୋଧି କଂଗ୍ରେସର ବିଧାନସଭା ଘେରାଉ ଯୋଜନା। #odishareporter #odisha #ajirakhabar #ajiranews #trending #todaynews #khabar #bhubaneswar #specialpackage #specialstory #odishabandh #bjd #bjp #congress #politics #mmdract #mmdrbill Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter