ରାଜ୍ୟ ରାଜପଥ ନୁହେଁ ଯମପୁରକୁ ରାସ୍ତା...ଆମ୍ବୁଲାନ୍ସ ବି ନାକେଦମ୍ || BADA KHABAR TV
BADA KHABAR TV
0:00 / 0:00
ରାଜ୍ୟ ରାଜପଥ ନୁହେଁ ଯମପୁରକୁ ରାସ୍ତା...ଆମ୍ବୁଲାନ୍ସ ବି ନାକେଦମ୍ || BADA KHABAR TV
62 просмотра · 22 часа назад
BADA KHABAR TV
101 тыс. подписчиков
62 просмотра · 22 часа назад
#ରାଜ୍ୟ_ରାଜପଥ_ନୁହେଁ_ଯମପୁରକୁ_ରାସ୍ତା #ଆମ୍ବୁଲାନ୍ସ_ବି_ନାକେଦମ୍
ଯନ୍ତ୍ରଣା ଦେଉଛି ରାଜ୍ୟ ରାଜପଥ...ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ...କେତେବେଳେ କ’ଣ ଘଟିବ କହିବା ମୁସ୍କିଲ...ଜୀବନକୁ ବାଜିରେ ଲଗାଇ ଯାତାୟତ କରୁଛନ୍ତି ଲୋକେ...ଇଏ ରାଜ୍ୟ ରାଜପଥ ନୁହେଁ ତ ଯମପୁରକୁ ରାସ୍ତା...ପ୍ରତି ପାଦରେ ଖାଲ ଖମା...ଇଏ ହେଉଛି ଉଦଳାରୁ ବାରିପଦା ସଂଯୋଗ କରୁଥିବା ରାଜ୍ୟ ରାଜପଥ ୧୯ର ଅବସ୍ଥା
#Udala #Baripada #SH19 #Mayurbhanj #RoadCondition #OdishaRoads #Udala #Baripada #BadaKhabar #badakhabaratv ଓଡ଼ିଶାର ଏକମାତ୍ର ନିରପେକ୍ଷ ନ୍ୟୁଜ ଚ୍ୟାନେଲ
Stay tuned for all the breaking news in Odia !
Visit Our Website https: https://badakhabar.in/
Watch Live: https://badakhabar.in/live-tv/
YouTube: @BadakhabarNews
Facebook: @badakhabarofficial/
Twitter: @badakhabarnews/
Instagram: @badakhabarnews/