Перейти к содержимому

ସ୍ତ୍ରୀ' ସହ ତାମିଲନାଡୁ ଦାଦନ ଖଟିବାକୁ ଯାଇ , ଶବ ହୋଇ ଗାଁ କୁ ଫେରିଲା ସ୍ୱାମୀ। Angul youth dies in Tamil Nadu

Pratidin TV

0:00 / 0:00

ସ୍ତ୍ରୀ' ସହ ତାମିଲନାଡୁ ଦାଦନ ଖଟିବାକୁ ଯାଇ , ଶବ ହୋଇ ଗାଁ କୁ ଫେରିଲା ସ୍ୱାମୀ। Angul youth dies in Tamil Nadu

64 798 просмотров · 1 мес. назад
Pratidin TV
1,77 млн подписчиков
64 798 просмотров · 1 мес. назад
ସ୍ତ୍ରୀ' ସହ ତାମିଲନାଡୁ ଦାଦନ ଖଟିବାକୁ ଯାଇ , ଶବ ହୋଇ ଗାଁ କୁ ଫେରିଲା ସ୍ୱାମୀ। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଳକ୍‌ ନମ୍ପସି ପଞ୍ଚାୟତ କଣ୍ଟାନାଳି ଗାଁ ର ବିର୍ସା ବଦରା ସ୍ତ୍ରୀ ମାଧୁରୀ ବିରୁଆ ଙ୍କୁ ସାଙ୍ଗରେ ଧରି ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ। ଦେହ ଅସୁସ୍ଥ ହେବାରୁ ସେଠାରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସା ହେଉଥିଲେ। ଗତ 19 ତାରିଖ ଦିନ ବିର୍ସା ର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏଖବର ପରିବାର ସାହି ପଡିଶା ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ପରିବାର ଲୋକେ ଏନେଇ କମ୍ପାନୀ ସହ ଯୋଗାଯୋଗ ପରେ ଆମ୍ବୁଲାନ୍ସ ଯୋଗେ ଆଜି ଘରେ ପହଞ୍ଚିଲା ଦାଦନ ଶ୍ରମିକ ବିର୍ସା ର ମର ଶରୀର। ଆଜି ମର ଶରୀର ଗାଁ ରେ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ପ୍ରକାଶ ଯେ, ମାତ୍ର ୧୫ ଦିନ ତଳେ ବିର୍ସା ସ୍ତ୍ରୀକୁ ଧରି ଦାଦନ ଖଟିବାକୁ ତାମିଲନାଡୁର ଅମରପାଲିର ଏକ ସୁତା କଳରେ କାମ କରିବା ପାଇଁ ଯାଇଥିଲେ। ସେଠାରେ ଏକ ସୂତାକଳରେ ସେ କାମ କରୁଥିଲେ। ଗତ ଶ ନିବାର ବିର୍ସାଙ୍କର ଅକାଳ ମୃତ୍ୟୁ ହୋଇଥିଲା।ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ସୂଚନା ମିଳିଛି। Angul youth dies in Tamil Nadu #OdiaYouth #TamilNadu #MigrantWorkers #JusticeForOdiaWorkers #OdishaUpdates #Angul Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha