Перейти к содержимому

ଭୟଙ୍କର ଥଣ୍ଡା ରାତିରେ Night Camping 🔥 | ଜଙ୍ଗଲରେ Chicken Pakoda | #19 Campfire Capers

Campfire Capers

0:00 / 0:00

ଭୟଙ୍କର ଥଣ୍ଡା ରାତିରେ Night Camping 🔥 | ଜଙ୍ଗଲରେ Chicken Pakoda | #19 Campfire Capers

2 343 просмотра · 5 дн. назад
Campfire Capers
282 подписчика
2 343 просмотра · 5 дн. назад
ନମସ୍କାର ଓଡ଼ିଶାବାସୀ ❤️🙏 ଆମେ Campfire Capers ଟିମ୍ ଏଥର ଯାଇଥିଲୁ ଏକ ସୁନ୍ଦର ହିଲ୍ ଷ୍ଟେସନ୍‌କୁ Night Camping କରିବା ପାଇଁ। 🏕️🌲 ରାତିରେ ପ୍ରବଳ ଥଣ୍ଡା 🥶, ପାଖରେ ଜଙ୍ଗଲର ପରିବେଶ, ଟେଣ୍ଟ ଭିତରେ ରାତି ବିତାଇବା ଏବଂ ନିଜ ହାତରେ ଗରମାଗରମ Chicken Pakoda ତିଆରି କରି ଖାଇବାର ମଜା ହିଁ ଅଲଗା! 🍗🔥 ଆମ ପାଖରେ ଥଣ୍ଡାରୁ ବଞ୍ଚିବା ପାଇଁ ଜ୍ୟାକେଟ୍ ମଧ୍ୟ ନଥିଲା, ତଥାପି ଆମେ ଏହି ରାତିକୁ ମଜାଦାର କରିଥିଲୁ। ଏହି ଭିଡିଓରେ ଦେଖନ୍ତୁ ଆମର Real Night Camping Experience, Hill Station Vibes ଏବଂ ଜଙ୍ଗଲ ଭଳି ପରିବେଶରେ ରାତି କାଟିବାର ଅନୁଭୂତି। ❤️ ଭିଡିଓଟି ଭଲ ଲାଗିଲେ: 👍 LIKE କରନ୍ତୁ 💬 COMMENT କରି ଜଣାନ୍ତୁ ଆପଣ କେଉଁଠି Camping କରିବାକୁ ଚାହାଁନ୍ତି। 🔔 CAMPFIRE CAPERS କୁ SUBSCRIBE କରନ୍ତୁ ଏବଂ ଆମର ନୂଆ Adventure ସହ ଯୋଡ଼ି ହୁଅନ୍ତୁ। ଆମର ଲକ୍ଷ୍ୟ — ଓଡ଼ିଶାର ନୂଆ ନୂଆ ସ୍ଥାନ ଖୋଜିବା ଏବଂ ଆପଣଙ୍କୁ Real Camping Experience ଦେଖାଇବା! 🏕️❤️ #CampfireCapers #NightCamping #OdishaCamping #HillStation #ChickenPakoda #ExtremeCamping #OdiaVlog #JungleCamping