Перейти к содержимому

ପୁରୀ ବାଇପାସ୍ ହୋଟେଲରେ , ଖାଇବାକୁ ଦେଉଥିଲେ ବାସୀ ମିଲ୍‌ ! Food Safety Dept Raids Hotels in Bhubaneswar

Pratidin TV

0:00 / 0:00

ପୁରୀ ବାଇପାସ୍ ହୋଟେଲରେ , ଖାଇବାକୁ ଦେଉଥିଲେ ବାସୀ ମିଲ୍‌ ! Food Safety Dept Raids Hotels in Bhubaneswar

7 658 просмотров · 15 часов назад
Pratidin TV
1,77 млн подписчиков
7 658 просмотров · 15 часов назад
ପୁରୀ ବାଇପାସ୍ ରେ ହୋଟେଲ ଓ ରେଷ୍ଟୁରାଣ୍ଟ ରେ ଖାଲି ବାସୀ ! ପାର୍ବଣ କୁ ଆଖି ଆଗରେ ରଖି ଆକ୍ସନ ମୋଡରେ BMC ର ଖାଦ୍ୟ ସୁରକ୍ଷା ବିଭାଗ। ରାଜଧାନୀ ରେ ଥିବା ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ରେ ଚାଲିଛି ଖାଦ୍ୟ ମାନ ର ଯାଞ୍ଚ୍। ଆଜି ବିଭାଗ ପାଖରୁ ପୁରୀ ବାଇପାସ୍ ରେ ଥିବା ବିଭିନ୍ନ ଦାମୀ ହୋଟେଲ ଓ ରେଷ୍ଟୁରାଣ୍ଟ ଖାଦ୍ୟ ର ମାନ ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ବିପୁଳ ପରିମାଣ ରେ ବାସୀ ଖାଦ୍ୟ ଜବତ୍ କରିବା ସହ ଉକ୍ତ ହୋଟେଲ କୁ ଜରିମାନା କରାଯାଇଛି। ଅନ୍ୟପାଖରେ ଏସବୁ ଯାଞ୍ଚ କୁ ସ୍ୱାଗତ କରିଛନ୍ତି ହୋଟେଲ ମାଲିକ। ନିଜ ଭୁଲ କୁ ମାନି ଜରିମାନା ଦେବା ସହ ଏହି ଭଳି ଯାଞ୍ଚ ଦ୍ୱାରା ସଚେତନ ହେବେ ବୋଲି କହିଛନ୍ତି ମାଲିକ ମାନେ। Food Safety Dept Raids Hotels in Bhubaneswar #BhubaneswarFoodSafety #BMCRaid #OdishaFoodSafety #FestiveSeasonCrackdown #SafeFoodBhubaneswar #BhubaneswarHotelsRaid Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha