ମା’ଙ୍କୁ ଦେଉଛନ୍ତି କୁକୁଡ଼ା ବଳି, ଦାମ ଶୁଣିଲେ ମୁଣ୍ଡ ଖରାପ | Odisha Reporter
Odisha Reporter
0:00 / 0:00
ମା’ଙ୍କୁ ଦେଉଛନ୍ତି କୁକୁଡ଼ା ବଳି, ଦାମ ଶୁଣିଲେ ମୁଣ୍ଡ ଖରାପ | Odisha Reporter
941 просмотр · 4 ч назад
Odisha Reporter
2,99 млн подписчиков
941 просмотр · 4 ч назад
ମା’ଙ୍କୁ ଦେଉଛନ୍ତି କୁକୁଡ଼ା ବଳି, ଦାମ ଶୁଣିଲେ ମୁଣ୍ଡ ଖରାପ
କୋରାପୁଟ ବଜାରର ଲୋକଙ୍କ ପାଇଁ ଦଶହରା କେବଳ ଏକ ପର୍ବ ନୁହେଁ, ଏହା ସହ ଯୋଡ଼ି ହୋଇ ରହିଛି ଅନେକ ପୁରୁଣା ପରମ୍ପରା ଓ ଲୋକବିଶ୍ୱାସ। ଘର, ଜମି, ଦୋକାନଠୁ ଆରମ୍ଭ କରି ଗ୍ରାମଦେବୀଙ୍କ ପୀଠ ଯାଏଁ ନିଜ ସାମର୍ଥ୍ୟ ଅନୁସାରେ ପୂଜାର୍ଚ୍ଚନା କରିବା ସହ ବଳି ଅର୍ପଣ କରିଥାନ୍ତି ଅନେକ ଲୋକ। ଆଉ ଏହି ପରମ୍ପରା ପାଇଁ ଦଶହରା ପୂର୍ବରୁ ହାଟରେ ବଢ଼ିଯାଏ ନାଲି ଗଞ୍ଜାର ଚାହିଦା ।
#OdishaReporter #koraput
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter