E Pruthibi Odia | New Odia Christian Song2026 | New Official Dance Video | Singer - Munni Rani Digal
MT GOSPEL TUNES
0:00 / 0:00
E Pruthibi Odia | New Odia Christian Song2026 | New Official Dance Video | Singer - Munni Rani Digal
2 174 просмотра · 11 ч назад
MT GOSPEL TUNES
601 подписчик
2 174 просмотра · 11 ч назад
SONG CREDITS:
• Song Title - ଏ ପୃଥିବୀ (E PRUTHIBI)
• Singer - Munni Rani Digal
• Lyrics,Music & Comp - Ashok Digal
• Producers - Manas Kumar Digal & Tankadhar
Mallick
• Dancers Usurikupa Church Youths
Rita, Sikha, Estari, Glory, Lovely, Silpa, Anjana.
• Cameraman, Editor & Thumbnail - Amir Mallick
• Recording - We 1 studio Balliguda
FULL LYRICS
--------------------------------
ଏ ପୃଥିବୀ ବନେଇଥିବା ମୋର ଯୀଶୁ
ତୁମ ନାମ ସଦା ଧନ୍ୟ ହେଉ
ଏ ଆକାଶ ବନେଇ ଥିବା ମୋର ପ୍ରଭୁ
ତୁମ ନାମ ସଦା ପୂଜା ପାଉ
ମୋହରି ଅନ୍ତରୁ, ମୋହରି ପ୍ରାଣରୁ - 2
ତୁମରି ସ୍ତୁତି ହେଉ - 2
ଏ ପୃଥିବୀ ବନେଇଥିବା ମୋର ଯୀଶୁ
ତୁମ ନାମ ସଦା ଧନ୍ୟ ହେଉ
ଏ ଆକାଶ ବନେଇ ଥିବା ମୋର ପ୍ରଭୁ
ତୁମ ନାମ ସଦା ପୂଜା ପାଉ - 2
1. ଆକାଶ ମଣ୍ଡଳେ ସୂର୍ଯ୍ୟ ଚନ୍ଦ୍ର ତାରା
ତୁମେ ପ୍ରଭୁ ସୃଷ୍ଟି କଲ
ଜଳ ସ୍ଥଳ ଜୀବ ପ୍ରାଣୀ ତୁମେ ସବୁ
ତୁମ ପ୍ରେମେ ରଖି ନେଲ
ମୋହରି ଅନ୍ତରୁ, ମୋହରି ପ୍ରାଣରୁ - 2
ତୁମରି ସ୍ତୁତି ହେଉ - 2
ଏ ପୃଥିବୀ ବନେଇଥିବା ମୋର ଯୀଶୁ
ତୁମ ନାମ ସଦା ଧନ୍ୟ ହେଉ
ଏ ଆକାଶ ବନେଇ ଥିବା ମୋର ପ୍ରଭୁ
ତୁମ ନାମ ସଦା ପୂଜା ପାଉ - 2
2. ବିପଦ କାଳରେ ରୋଗ ସଙ୍କଟରେ
ସୁସ୍ଥ କାରି ତୁମେ ଯୀଶୁ
ଦୁଃଖ ଯାତନାରେ ସାହା ହୋଇ ମୋର
ପୋଛ ନୀତି ମୋର ଆଶୁ
ତୁମରି ବାକ୍ୟ ଯେ ତୁମରି ନାମ ଯେ -2
ସଦା ପୂଜା ପାଉ -2
ଏ ପୃଥିବୀ ବନେଇଥିବା ମୋର ଯୀଶୁ
ତୁମ ନାମ ସଦା ଧନ୍ୟ ହେଉ
ଏ ଆକାଶ ବନେଇ ଥିବା ମୋର ପ୍ରଭୁ
ତୁମ ନାମ ସଦା ପୂଜା ପାଉ - 2
**THE END**
#newodiachristiansong2026
#newcheistiandancevideo2026
#mtgospeltunes
#singermunniranidigal
#manaskumardigal
!!* ANTI-PIRACY WARNING *!!
This content is copyright to MT GOSPEL TUNES. Any unauthorized reproduction redistribution, re-upload (audio or video) is strictly prohibited🚫 of this material. Legal action will be taken against those who violate this copyright material presented.
Thank You 🙏