Iswara Jaha Sanjukta Karichanti Odia || New Christian Wedding Video 2026 || Odia christian song |
MT GOSPEL TUNES
0:00 / 0:00
Iswara Jaha Sanjukta Karichanti Odia || New Christian Wedding Video 2026 || Odia christian song |
2 950 просмотров · 4 мес. назад
MT GOSPEL TUNES
626 подписчиков
2 950 просмотров · 4 мес. назад
"MT GOSPEL TUNES " ଦ୍ୱାରା ପ୍ରସ୍ତୁତ ଓଡ଼ିଆ ଖ୍ରୀଷ୍ଟିଆନ ବିବାହ ଗୀତ" |( ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି) Matt -19:6
"ପରମେଶ୍ୱରଙ୍କ ପ୍ରେମ, ବିଶ୍ୱସ୍ତତା ଏବଂ ପରମେଶ୍ୱରଙ୍କ ପବିତ୍ର ଚୁକ୍ତିକୁ ପାଳନ କରୁଥିବା ଏକ ସୁନ୍ଦର ଖ୍ରୀଷ୍ଟିଆନ ଓଡ଼ିଆ ବିବାହ ଗୀତ"
SONG CREDITS:
Song Title - Iswara Jaha Sanjukta Karichanti
Singer - Manas Kumar Digal
Lyrics & Music - Ashok Digal
Music arrangement - Bapi samal
Producers - Manas Kumar Digal & Tankadhara Mallick
Thumbnail & Editor - Amir Mallick
Recording - We 1 studio Balliguda
= Full Lyrics =
ଏଣୁ ସେମାନେ ଆଉ ଦୁଇ ତ ନୁହଁନ୍ତି -୨
କିନ୍ତୁ ଏକାଙ୍ଗ ସେମାନେ.... ସଦା ଅଟନ୍ତି ,ସଦା ଅଟନ୍ତି
ଅତଏବ ଇଶ୍ୱର ଯାହା ସଂଯୁକ୍ତ କରିଛନ୍ତି -୨
ମନୁଷ୍ୟ ତାହା...(ବିଭିନ୍ନ ନ କରୁ-୩)
ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି -୨
୧- ଆଦମ ପାଇଁ ହବା ...ଯେମିତି ତୁମେ ଦେଲ -୨
ପ୍ରଶାନ୍ତ ସହ ମିଖଳା ,ଯୋଡ଼ି
ପ୍ରଭୁ ତୁମେ ବାଛିଲ-୩
ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି -୨
ମନୁଷ୍ୟ ତାହା...(ବିଭିନ୍ନ ନ କରୁ-୩)
ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି -୨
ସଂଯୁକ୍ତ କରିଛନ୍ତି -୨
୨. ଦୁଃଖ ଆସୁ ଝଡ଼ ଆସୁ ଭାଙ୍ଗି ଯିବ ନାହିଁ .....
ନିନ୍ଦା ଆସୁ ଅପମାନ ହାରି ଯିବ ନାହିଁ
ଦୁହେଁ ଦୁହିଁଙ୍କ ସାହାରା ହୋଇ
ସାଥେ ଯିବ ଏକ ହୋଇ -୩
ଅତଏବ ଇଶ୍ୱର ଯାହା ସଂଯୁକ୍ତ କରିଛନ୍ତି -୨
ମନୁଷ୍ୟ ତାହା...(ବିଭିନ୍ନ ନ କରୁ-୩)
ଅତଏବ ଈଶ୍ୱର ଯାହା ସଂଯୁକ୍ତ କରିଛନ୍ତି -୨
ସଂଯୁକ୍ତ କରିଛନ୍ତି....ସଂଯୁକ୍ତ କରିଛନ୍ତି.....
#Odiachristianmarriage
#Ekanga atanti
#newchristianodiamarriagesong2026
#latestchristiansong#JesusSong
#odiachristiandevotionalsong
#ChristianWeddingSong
#ChristianMarriage
#ChristianCouple
#GodlyMarriage
#JesusAtTheCenter
#ChristCenteredMarriage
#ChristianLove
#WeddingWorship
#FaithAndLove
#BlessedMarriage
!!* ANTI-PIRACY WARNING *!!
This content is copyright to MT GOSPEL TUNES. Any unauthorized reproduction redistribution, re-upload (audio or video) is strictly prohibited🚫 of this material. Legal action will be taken against those who violate this copyright material presented. Thank You 🙏