Перейти к содержимому

🦐 ଚିଙ୍ଗୁଡ଼ି ଡାଲମା ରେସିପି | ପାରମ୍ପରିକ ଓଡ଼ିଆ ରୋଷେଇ | chingudi dalma recipe @chuliru plate jae

chuliru plate jae

0:00 / 0:00

🦐 ଚିଙ୍ଗୁଡ଼ି ଡାଲମା ରେସିପି | ପାରମ୍ପରିକ ଓଡ଼ିଆ ରୋଷେଇ | chingudi dalma recipe @chuliru plate jae

2 581 просмотр · 2 дн. назад
chuliru plate jae
281 подписчик
2 581 просмотр · 2 дн. назад
🙏 ନମସ୍କାର ସମସ୍ତଙ୍କୁ ❤️ ଆଜି ଆମ ରୋଷେଇ ଘରେ ବନେଇଛୁ ଏକ ସୁଆଦିଆ ପାରମ୍ପରିକ ଓଡ଼ିଆ ରେସିପି — ଚିଙ୍ଗୁଡ଼ି ଡାଲମା 😋🦐 ଡାଲମାର ସ୍ୱାଦ ସହ ଚିଙ୍ଗୁଡ଼ିର ନିଆରା ଫ୍ଲେଭର୍ ଏହି ରେସିପିକୁ ଆହୁରି ସ୍ୱାଦିଷ୍ଟ କରିଥାଏ। ଘରେ ଥିବା ସାଧାରଣ ସାମଗ୍ରୀରେ କେମିତି ସହଜରେ ଓଡ଼ିଆ ଷ୍ଟାଇଲ୍ ଚିଙ୍ଗୁଡ଼ି ଡାଲମା ବନେଇବେ, ତାହା ଏହି ଭିଡିଓରେ ଦେଖନ୍ତୁ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ରେସିପିଟି ଭଲ ଲାଗିଲେ Like, Share & Subscribe କରିବାକୁ ଭୁଲିବେ ନାହିଁ। ❤️ 🙏 ଆପଣମାନଙ୍କ ଭଲପାଇବା ଓ ସମର୍ଥନ ଆମ ପାଇଁ ବହୁତ ମୂଲ୍ୟବାନ। 🦐 Chingudi Dalma | Traditional Odia Prawn Dalma Recipe Welcome to my kitchen! Today, I am sharing a delicious and traditional Odia-style Chingudi Dalma recipe. This flavorful combination of dal, vegetables, and prawns is perfect for anyone who loves authentic Odia home cooking. Try this easy homemade recipe and share your feedback in the comments! ❤️ Like | Share | Comment | Subscribe #ChingudiDalma #OdiaRecipe #OdiaFood #PrawnDalma #TraditionalOdiaFood #OdiaCooking #OdiaRasoi #PrawnRecipe #DalmaRecipe #OdiaFoodVlog #HomemadeFood #IndianRecipes