ଛୋଟ ଜାତି ପାଇଁ ଯୋଗ୍ୟତା ଥାଇବି ମିଳୁନି, ଶିଶୁ ସହାୟିକା ଚାକିରୀ!caste-based discrimination job bias balangir
Pratidin TV
0:00 / 0:00
ଛୋଟ ଜାତି ପାଇଁ ଯୋଗ୍ୟତା ଥାଇବି ମିଳୁନି, ଶିଶୁ ସହାୟିକା ଚାକିରୀ!caste-based discrimination job bias balangir
474 просмотра · 12 ч назад
Pratidin TV
1,77 млн подписчиков
474 просмотра · 12 ч назад
ଛୋଟ ଜାତି ପାଇଁ ଯୋଗ୍ୟତା ଥାଇବି ମିଳୁନି, ଶିଶୁ ସହାୟିକା ଚାକିରୀ ! ଏଭଲି ଏକ ସଙ୍ଗୀନ ଅଭିଯୋଗ ନେଇ ଜିଲ୍ଲାପାଳ ଶୁଣାଣି ଅଭିଯୋଗ ପ୍ରକୋଷ୍ଠ ଙ୍କୁ ଭେଟିବାକୁ ଆସିଛନ୍ତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ଧୂମାମାଲ୍ ଗାଁ ର ଜ୍ଞାନ ଦେଇ ସୁନା। ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର ଚାଲିଥିବା ସମୟରେ ସେ ଏକ ବ୍ୟାନର ପିନ୍ଧି ଭିତରକୁ ପଶିଥିଲେ। ତାଙ୍କର ଅଭିଯୋଗ ଅନୁସାରେ ସେ ଧୁମାମାଲ ଗାଁ ରେ ବାହାରିଥିବା ଶିଶୁ ସେବିକା ପଦବୀ ପାଇଁ ତାଙ୍କର ପ୍ରତିଦ୍ଵନ୍ଦୀ ଆବେଦନକାରୀ ଙ୍କ ଠାରୁ ଅଧିକ ଯୋଗ୍ୟ ଥିବା ସତ୍ତ୍ୱେ ତାଙ୍କ ପ୍ରତି ଜାତିଆଣ ମନୋଭାବ ରଖି ତାଙ୍କୁ ଶିଶୁ ସେବିକା ପଦବୀ ଦିଆଯାଉନାହିଁ caste-based discrimination and job bias balangir
#BalangirAnganwadiRow #CasteDiscrimination #SocialEquality #MuribahalNews #OdishaCasteBias
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha