ଅଶୀସ କୌରଙ୍କ ଯାଦୁ | Bollywood Singer Asees Kaur Lights Up Cuttack Dussehra | Argus News
Argus News
0:00 / 0:00
ଅଶୀସ କୌରଙ୍କ ଯାଦୁ | Bollywood Singer Asees Kaur Lights Up Cuttack Dussehra | Argus News
1 456 просмотров · 22 ч назад
Argus News
1,97 млн подписчиков
1 456 просмотров · 22 ч назад
ଅଶୀସ କୌରଙ୍କ ଯାଦୁ | Bollywood Singer Asees Kaur Lights Up Cuttack Dussehra | Argus News
ପବିତ୍ର କଟକ ଦଶହରା ଉପଲକ୍ଷେ ଐତିହାସିକ ବାଲିଯାତ୍ରା ପଡ଼ିଆରେ ‘ରଙ୍ଗତାରୀ’ ପକ୍ଷରୁ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ଅଶୀସ କୌର ଯୋଗଦେଇ ନିଜ ସୁମଧୁର କଣ୍ଠରେ ୫ ହଜାରରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ଝୁମାଇଛନ୍ତି। କଟକ ସହରର ଉତ୍ସବମୁଖର ପରିବେଶ ଓ ସ୍ଥାନୀୟ ଲୋକଙ୍କ ଅକୁଣ୍ଠ ଭଲପାଇବା ତାଙ୍କୁ ବିମୋହିତ କରିଥିବା ବେଳେ ଏହି ସନ୍ଧ୍ୟାକୁ ସେ ବେଶ୍ ଉପଭୋଗ କରିଛନ୍ତି।
#ArgusNews #AseesKaur #CuttackDussehra #BaliYatraPadia #RangatariEvent #BollywoodSinger #CuttackEvents
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate