ଆଶା କିଏ ଜାଣିନ, ଚୌକିରେ ବସି କଣ ସବୁ ଭୁଲିଗଲ ? ASHA Karmi Protest, Lower PMG demand 26,000 fixed wages !
Pratidin TV
0:00 / 0:00
ଆଶା କିଏ ଜାଣିନ, ଚୌକିରେ ବସି କଣ ସବୁ ଭୁଲିଗଲ ? ASHA Karmi Protest, Lower PMG demand 26,000 fixed wages !
1 699 просмотров · 3 часа назад
Pratidin TV
1,76 млн подписчиков
1 699 просмотров · 3 часа назад
ଆଶା କିଏ ଜାଣିନ, ଚୌକିରେ ବସି କଣ ସବୁ ଭୁଲିଗଲ ? ଆମେ ୫ ଟଙ୍କାରେ କେମିତି ଚଳିବୁ ।ସରକାର ସୁଭଦ୍ରା ଟଙ୍କା ଦେଉଛନ୍ତି କିନ୍ତୁ ଆମକୁ ୩ମାସ ହେଲାଣି ଦରମା ଦେଇନାହାନ୍ତି ।ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡ଼ିଶା ଆଶାକର୍ମୀ ସଂଘ । ମୁଖ୍ୟତଃ ଆଶାକର୍ମୀ ଙ୍କୁ ସ୍ଥାୟୀ ନିଯୁକ୍ତି , ମାସିକ ଦରମା ୨୬ ହଜାର ଟଙ୍କା , ଅବସର ଓ ମୃତୁ ସହାୟତା ୧୦ ଲକ୍ଷ ଟଙ୍କା ଏବଂ ମାସିକ ପେନସନ ୧୦ ହଜାର ଟଙ୍କା ଦେବା ପାଈ ମୁଖ୍ୟ ଦାବି ରହିଛି ।ଡେଙ୍ଗୁ , ମ୍ୟାଲେରିଆ , ଡାଇରିଆ ସବୁ ବୁଝିବୁ ,ହେଲେ ଆମକୁ ରୋଗ ହେଲେ ପଇସା ନାହିଁ । ପିଲାର ଜନ୍ମରୁ ନେଇକି ମାଆ ପର୍ଯ୍ୟନ୍ତ ସମସ୍ତଙ୍କର ଯତ୍ନ ନେବୁ କାମ କରିବୁ କିନ୍ତୁ ପଇସା ଦେବେ ୨ ଟଙ୍କା। ନବୀନ ସରକାର ଦାବି ଶୁଣିଲାନି ଆସନରୁ ହଟେଇଲୁ, ପୁଣି ମୋହନ ସରକାରଙ୍କୁ ହଟାଇବୁ। ASHA Karmi Protest, Lower PMG demand 26,000 fixed wages !
#ASHAKarmiProtest #LowerPMG #BhubaneswarProtest #OdishaAssembly #MonsoonSession2026
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha