Перейти к содержимому

ଫ୍ରେଶର ଶିକ୍ଷକ ରାସ୍ତାରେ ବସିଛୁ, ଏକସ ସର୍ଭିସ ବାଲାଙ୍କୁ ନିଯୁକ୍ତି ଦଉଛନ୍ତି କାହିଁକି ? Fresher Teacher protest

Pratidin TV

0:00 / 0:00

ଫ୍ରେଶର ଶିକ୍ଷକ ରାସ୍ତାରେ ବସିଛୁ, ଏକସ ସର୍ଭିସ ବାଲାଙ୍କୁ ନିଯୁକ୍ତି ଦଉଛନ୍ତି କାହିଁକି ? Fresher Teacher protest

39 259 просмотров · 4 недели назад
Pratidin TV
1,76 млн подписчиков
39 259 просмотров · 4 недели назад
ଫ୍ରେଶର ପାଠ ପଢ଼ି ପଢ଼ି ରାସ୍ତାରେ ବସିଛୁ, ଏକସ ସର୍ଭିସ ବାଲାଙ୍କୁ ଶିକ୍ଷକ ନିଯୁକ୍ତି ଦଉଛନ୍ତି କାହିଁକି ? "ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି (Lower PMG) ରେ ହଜାର ହଜାର ଶିକ୍ଷକ ଓ ଚାକିରି ଆଶାୟୀଙ୍କ ବିଶାଳ ମହାସମାବେଶ! ପ୍ରବଳ ବର୍ଷା ସତ୍ତ୍ୱେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସ୍କୁଲ ଓ କଲେଜ ଶିକ୍ଷକ ସଂଘ ଏବଂ ମିଳିତ ଶିକ୍ଷକ ସଂଗଠନ ପକ୍ଷରୁ ଗାନ୍ଧୀ ମାର୍ଗରେ ଗଣଧାରଣା ଦିଆଯାଇଛି। ୪୫,୦୦୦ରୁ ଅଧିକ ଖାଲି ପଦବୀ ପୂରଣ କରିବା, ଅବସରପ୍ରାପ୍ତ ଶିକ୍ଷକଙ୍କ ପୁନଃନିଯୁକ୍ତି ନିଷ୍ପତ୍ତି ପ୍ରତ୍ୟାହାର କରିବା ଏବଂ ପେନସନ ବ୍ୟବସ୍ଥା ଲାଗୁ କରିବାକୁ ସେମାନେ ଦାବି କରିଛନ୍ତି।" Fresher Teacher protest. #TeachersProtest #BhubaneswarProtest #LowerPMG #OdishaTeachers #TeacherRecruitment2026 Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha