ଧୀରେ ଧୀରେ ପଶିଲା ତାଣ୍ଡବ ରଚିଲା | Cyclone Arnab Landfall Visuals: 150 Kmph Winds Batter Coast
Argus News
0:00 / 0:00
ଧୀରେ ଧୀରେ ପଶିଲା ତାଣ୍ଡବ ରଚିଲା | Cyclone Arnab Landfall Visuals: 150 Kmph Winds Batter Coast
2 336 просмотров · 5 дн. назад
Argus News
1,98 млн подписчиков
2 336 просмотров · 5 дн. назад
ଭୟଙ୍କର ଥିଲା ଅର୍ଣ୍ଣବ ଲ୍ୟାଣ୍ଡଫଲ୍ ବେଳର ଦୃଶ୍ୟ । ଆଗୁଆ ଆସି ରାତିସାରା ତାଣ୍ଡବ ରଚିଲା ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ' ।ଘଣ୍ଟାପ୍ରତି ୧୫୦ କିମି ବେଗରେ ବହିଲା ପବନ । ଆନ୍ଧ୍ର-ଓଡ଼ିଶାବାସୀଙ୍କୁ କଲା ଆତଙ୍କିତ । ୬ ଘଣ୍ଟାର ଲ୍ୟାଣ୍ଡଫଲ୍ ପରେ ସକାଳୁ ଦୁର୍ବଳ ହୋଇ ସ୍ଥଳଭାଗ ଅତିକ୍ରମ କଲା ବାତ୍ୟା । ସାରା ରାତି ଅନିଦ୍ରା ରହି କଣ୍ଟ୍ରୋଲ ରୁମ୍ରୁ ସ୍ଥିତି ଉପରେ ନଜର ରଖିଲେ ଦୁଇ ରାଜ୍ୟ ସରକାର । ସାହସର ସହ ରାତିସାରା ଚାଲିଲା ଉଦ୍ଧାର କାର୍ଯ୍ୟ ।
#CycloneArnab #LandfallVisuals #SevereCyclone #CycloneHavoc #ExtremeWeather #CoastalOdisha #AndhraWeather #WeatherAlert #RainStorm #RescueOperation #DisasterManagement #ArgusUpdate #OdishaNews #OdiaNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
Odisha News , Breaking News, Live news updates, Odia News Live, Live Odia News, Latest odisha news, odisha news today, odisha politics, odisha latest updates
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate