⚠️ Phone କିଣିବା ପୂର୍ବରୁ ଏହି Video ନିଶ୍ଚୟ ଦେଖନ୍ତୁ! | Digital House Manas Bhai
Team Raajj Rajesh
0:00 / 0:00
⚠️ Phone କିଣିବା ପୂର୍ବରୁ ଏହି Video ନିଶ୍ଚୟ ଦେଖନ୍ତୁ! | Digital House Manas Bhai
18 732 просмотра · 1 дн. назад
Team Raajj Rajesh
23,4 тыс. подписчиков
18 732 просмотра · 1 дн. назад
ନମସ୍କାର 🙏❤️
ଆଜିର ଏହି ଭିଡିଓରେ ଆମେ ଯାଇଥିଲୁ Digital House ମାନସ ଭାଇଙ୍କ ଦୋକାନକୁ ନୂଆ ଫୋନ୍ କିଣିବା ପାଇଁ। 📱✨
ମୁଁ କିଣିଲି iPhone 18 Pro ଏବଂ ପ୍ରୀତି କିଣିଲା Nothing Phone 4a। ଏହି ଭିଡିଓରେ ଆପଣମାନଙ୍କ ସହ ଆମର ଫୋନ୍ କିଣିବାର ଅନୁଭୂତି ଏବଂ Digital House ଗସ୍ତର କିଛି ମୁହୂର୍ତ୍ତ ସେୟାର କରିଛୁ।
ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟରେ ଜଣାନ୍ତୁ। ଆପଣମାନଙ୍କ ଭଲପାଇବା ଓ ସମର୍ଥନ ଆମକୁ ସବୁବେଳେ ଆହୁରି ଭଲ ଭିଡିଓ କରିବା ପାଇଁ ପ୍ରେରଣା ଦିଏ। ❤️
ଭିଡିଓଟି ଭଲ ଲାଗିଲେ LIKE, COMMENT, SHARE କରନ୍ତୁ ଏବଂ ଆମ ଚ୍ୟାନେଲ Team Raajj Rajesh କୁ SUBSCRIBE କରିବାକୁ ଭୁଲିବେନି। 🙏
ଆମ ଓଡ଼ିଶା, ଆମ ସଂସ୍କୃତି, ଆମ କାହାଣୀ ❤️
#TeamRaajjRajesh #RajRajesh #DigitalHouse #ManashBhai #iPhone18Pro #NothingPhone4a #OdiaVlog #OdiaYouTuber #phoneshopping