Перейти к содержимому

ମାଡ଼ି ଆସୁଛି ବନ୍ୟା ପାଣି! Mahanadi Water Level Rising! 9 Lakh Cusec at Mundali | Odisha Flood

News18 Odia

0:00 / 0:00

ମାଡ଼ି ଆସୁଛି ବନ୍ୟା ପାଣି! Mahanadi Water Level Rising! 9 Lakh Cusec at Mundali | Odisha Flood

12 039 просмотров · 2 месяца назад
News18 Odia
6,23 млн подписчиков
12 039 просмотров · 2 месяца назад
ମାଡ଼ି ଆସୁଛି ବନ୍ୟା ପାଣି! Mahanadi Water Level Rising! 9 Lakh Cusec at Mundali | Odisha Flood A moderate flood threat looms over Odisha as the Mahanadi river's water level continues to rise rapidly. With the Hirakud dam currently at 616 feet and heavy rainfall persisting in the Tel river basin, around 8.5 to 9 lakh cusecs of water is expected to reach Mundali by tomorrow evening. Cuttack and Puri districts have been put on high alert. The swelling Daya river is likely to flood low-lying areas like Nimapada, Kanas, Gop, and Astarang. While the flood situation in Balasore is improving, the Disaster Management Minister has directed district collectors to stay vigilant and prepare for immediate evacuations if necessary. ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବାରୁ ଓଡ଼ିଶାରେ ପୁଣି ଥରେ ବନ୍ୟା ଆଶଙ୍କା ଦେଖାଦେଇଛି। ତେଲ ନଦୀ ବେସିନରେ ପ୍ରବଳ ବର୍ଷା କାରଣରୁ ମୁଣ୍ଡଳୀ ଦେଇ ୮.୫ ରୁ ୯ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ଫଳରେ କଟକ ଏବଂ ପୁରୀ ଜିଲ୍ଲା ପାଇଁ ବଡ଼ ବିପଦ ସୃଷ୍ଟି ହୋଇଛି। ଦୟା ନଦୀ ଫୁଲିବା ଯୋଗୁଁ ନିମାପଡ଼ା, କଣାସ, ଗୋପ ଏବଂ ଅସ୍ତରଙ୍ଗ ଅଞ୍ଚଳରେ ବନ୍ୟା ପାଣି ପଶିବା ଆଶଙ୍କା ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲେଶ୍ୱରରେ ଜଳସ୍ତର ଏବେ ନିୟନ୍ତ୍ରଣରେ ଅଛି। #OdishaFlood #Mahanadi #HirakudDam Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens. News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ । Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI ID_OD_SS