ଏମିତି ବନାନ୍ତୁ ପୋଡା ମାଛ ତରକାରୀ ଗରମ ଭାତ ସହ ଖାଇବା ପାଇଁ ପୁରା ମଜା ଆସିଯିବ #odishatrending
Odisha Kitchen
0:00 / 0:00
ଏମିତି ବନାନ୍ତୁ ପୋଡା ମାଛ ତରକାରୀ ଗରମ ଭାତ ସହ ଖାଇବା ପାଇଁ ପୁରା ମଜା ଆସିଯିବ #odishatrending
17 623 просмотра · 1 год назад
Odisha Kitchen
2,52 тыс. подписчиков
17 623 просмотра · 1 год назад
ନମସ୍କାର ଦର୍ଶକ ବନ୍ଧୁ,ମୁଁ ହେଲି ଅପଣଂକ ପ୍ରିୟ Mamuni,ଆଶା କରୁଛି ଆପଣ ମାନେ ସମସ୍ତେ ଭଲରେ ଓ ସୁଖମୟ ଥିବେ.
ମୁଁ ଆଜି ବନାଇଛି ଏମିତି ବନାନ୍ତୁ ପୋଡା ମାଛ ତରକାରୀ ଗରମ ଭାତ ସହ ଖାଇବା ପାଇଁ ପୁରା ମଜା ଆସିଯିବ
Recipe ଟା ବନାଇବା ବହୁତ Easy and simple . ଆଊ Taste ଏତେ ଭଲ କି apanaku ଦେଖିକି ଭୋକ ଲାଗିଯିବ.
ଏହାକୁ ଆପଣ ଭାତ , ରୁଟି re ଖାଇ ପାରିବେ.
ଭିଡ଼ିଓ ଟିକୁ start ରୁ end ପର୍ଯ୍ୟନ୍ତ ଦେଖିଲେ ଆପଣ ଜାଣି ପାରିବେ ମୁଁ kate ସହଜରେ ଆଉ ଅଳ୍ପ time re ବନେଇଛି.
ଏମିତି ବନାନ୍ତୁ ଏମିତି ବନାନ୍ତୁ ପୋଡା ମାଛ ତରକାରୀ ଗରମ ଭାତ ସହ ଖାଇବା ପାଇଁ ପୁରା ମଜା ଆସିଯିବ ପୁରା ସହଜରେ ଆଉ ବିନା ଟେନସନ re ବନାଇ ପାରିବେ.ଆଉ କିଛି ଅଧିକା ମସଲା ଭି ଦରକାର ହୁଏନି.
ଭିଡ଼ିଓ re ମୁଁ ସବୁ ingredients saha kate ବେଳେ କଣ ସବୁ ପକେଇବେ ଆଉ kate ପରିମାଣ re ପକେଇବେ ସେ ସବୁ mention କରିଛି. #odisha #odishatrending #cookingtips #homechef #homechefodisha #cookingchannel #cooking #shortvideo
ଯଦି ଆପଣଙ୍କୁ ଆଜିର video ଟେ bhala ଲାଗିଲା ତ ପକ୍କା କମେଣ୍ଟ କରି ଜଣାନ୍ତୁ. ଆଉ next ଭିଡ଼ିଓ re ଆପଣ ଖାଇବା re କଣ ପସନ୍ଦ କରନ୍ତି ଦୟାକରି କମେଣ୍ଟ re kuhantu.
ଟା ଛଡା ଭିନ୍ନ ଭିନ୍ନ Recipe ର playlist link ଭି ଏଇଠି mention କରିଛି. ଏହାକୁ ଆପଣ ମାନେ ସହଜରେ ଦେଖି ପାରିବେ
✅Chicken curry (Odia desi style ) - • ଏମିତି ବନାନ୍ତୁ ବଣ ଭୋଜି Style ରେ chicken କସା...
✅Veg curry ( Desi/ Odia style ) - • ଘରେ କିଛି ପରିବା ନାହିଁ? ତ ଏମିତି ଥରେ ନିହାତି ବ...
✅Paneer curry (Tasty and Yummy ) - • ବିନା କାଜୁ ବିନା ଚରମାଗଜରେ ଆଉ ଟମାଟୋରେ ତିଆରି T...
✅Bina piano Aau rasunare ( Without Garlic and onion ) - • ବିନା ପିଆଜ ରସୁଣକୁ କଖାରୁକୁ ଥରେ ଏମିତି ବନାନ୍ତୁ...
✅Breakfast Special ( Easy and Simple ) - • ବିନା ପିଆଜ ରସୁଣକୁ କଖାରୁକୁ ଥରେ ଏମିତି ବନାନ୍ତୁ...
✅Odia pitta Special ( Sweet and Traditional ) - • ଏମିତି ବନାନ୍ତୁ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଦୁ୍...
✅Seafood Special ( Prawns and Crab ) - • ପୋଇ ଚିଙ୍ଗୁଡ଼ି କଖାରୁ Tasty ଆଉ Yummy ଘାଣ୍ଟ |...
✅Mutton special ( Pure Odia and Authentic cuisine ) - • ଏମିତି ବନାନ୍ତୁ ଲାଲୀ ମଟନ କଷା ନୂଆ ବର୍ଷ ଉପଲକ୍ଷ...
✅Biriyani Special (Odia and Bengali Style ) - • Veg ବିରିୟାନୀ ଶୀତ ଦିନିଆ ପାରିବାରୁ ତିଆରି ବହୁତ...
✅Sarbat Special ( Healthy Drinks ) - • Muskmelon ରେ ଥଣ୍ଡା ଥଣ୍ଡା ସରବତ ବନାନ୍ତୁ ମାତ୍...
✅Pakhala Debasha ( Odisha Famous food ) - • ବିଶ୍ୱ ପ୍ରସିଦ୍ଧ ପଖାଳ ଦିବସରେ ପଖାଳ ସହ ମାଛ ତରକ...
✅Egg Special ( Simple and Easy ) - • କଞ୍ଚା ପୋଟଳକୁ ଏମିତି ଥରେ ବନାନ୍ତୁ | ପୋଟଳ ସାରି...
✅Fish curry (Desi style/Odia and Bengali - • Restaurant style rohu ପୋଦିନା କଷା | ghare ...
ଦୟାକରି Like, Subscribe, comment ଆଉ right side re ଥିବା Bell Icon press କରିବା ପାଇଁ ଜମାରୁ ଭୁଲନ୍ତୁନି.
ଯଦି Apanaku କିଛି Doubt ଅଥବା କିଛି ପ୍ରଶ୍ନ ଥାଏ ତ please drop ଏ mail at
asmamunipradhan@gmail.com
Aau Instagram re follow କରିବା ପାଇଁ ଜମାରୁ ଭୁଲିବେନି
I'd @odisha_kitchen_
Thank you ❤️
Apanaka ପ୍ରିୟ ଚାଁନେଲ
#Odisha kitchen 🍳