ହସାଉଥିବା ମଣିଷ ଭିତରେ ଭିତରେ କାନ୍ଦେ। Uncut Podcast with @tukunastylishcomedy2180
OTV Digital
0:00 / 0:00
ହସାଉଥିବା ମଣିଷ ଭିତରେ ଭିତରେ କାନ୍ଦେ। Uncut Podcast with @tukunastylishcomedy2180
63 192 просмотра · 10 месяцев назад
OTV Digital
1,14 млн подписчиков
63 192 просмотра · 10 месяцев назад
ହସାଉଥିବା ମଣିଷ ଭିତରେ ଭିତରେ କାନ୍ଦେ। Uncut Podcast with Comedian Tukuna Stylish। ସୋସିଆଲ ମିଡିଆରୁ ଟେଲିଭିଜନ ଚ୍ୟାନେଲ ବିଭିନ୍ନ ଅବତାରରେ ଭିନ୍ନ ଚରିତ୍ରରେ ନଜର ଆସିଛନ୍ତି ଦୀପକ ତ୍ରିପାଠୀ ଓରଫ୍ ଟୁକୁନା ଷ୍ଟାଇଲିସ୍। ୟୁଟ୍ୟୁବରେ ନିଜ ଅଭିନିତ ଅନେକ ଭିନ୍ନ ଓ ବ୍ୟଙ୍ଗ ଚରିତ୍ର ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଛି। କଥା କଥାରେ କମେଡି କରୁଥିବା ଟୁକୁନା ଏବେ ବେଶ୍ ପପୁଲାର। ଯେଉଁ ବୟସରେ ଲୋକେ ଫିଲ୍ମ ହିରୋ ହେବାକୁ ସ୍ବପ୍ନ ଦେଖନ୍ତି ସେତେବେଳେ ୟେ କମେଡିଆନ୍ ହେବାକୁ ଯାଜପୁରରୁ ଆସିଥିଲେ। ଓଟିଭି ପୋଡକାଷ୍ଟର ଏଇ ଅଧ୍ୟାୟରେ ଟୁକୁନାଙ୍କ ଜୀବନର ଅନେକ ଅକୁହା କଥା ଶୁଣିବା ଯାହା ବଞ୍ଚିବାକୁ ନୂଆ ରାସ୍ତା ଦେଖେଇବ। କେବେ ଦେଖିନଥିବା, ଶୁଣିନଥିବା ଏମିତି କିଛି କଥାକୁ ନେଇ ଏଇ ଅଧ୍ୟାୟ।
#TukunaComedyKing #OtvPodcast
#StylishTukuna #OtvNews
#TukunaVibes
#ComedyWithStyle
#SwagwalaTukuna #Otv
#TukunaMagic
#FunnyAndFearless
#StyleOfTukuna
#TrendSetterTukuna
#LaughWithTukuna
#DesiSwagTukuna
#TukunaOnTop
#OdishaComedyStar
#TukunaTheIcon
#StylishComedian
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook:
/ otvkhabar
OTV English Facebook :
/ otvnews
Telegram @otvtelegram @otvkhabar
Twitter:
/ otvnews
Instagram:
/ otvnews
#OdishaTV #OTV