Перейти к содержимому

PHERI ASICHI A MO MANA|| ODIA CHRISTIAN SONG|| NIRAB DIGAL OFFICIAL CHANEL || STUDIO VERSION

Nirab Digal Official channel

0:00 / 0:00

PHERI ASICHI A MO MANA|| ODIA CHRISTIAN SONG|| NIRAB DIGAL OFFICIAL CHANEL || STUDIO VERSION

25 651 просмотр · 5 мес. назад
Nirab Digal Official channel
2,41 тыс. подписчиков
25 651 просмотр · 5 мес. назад
ଫେରି...ଆସିଛି .. ମୋ..ମନ ଦିଅ... ହେ.. ହେ..ହେ..ଅନନ୍ତ ଜୀବନ.. ଫେରି ଆସିଛି ଏ ମୋ ମନ ଦିଅ ଯୀଶୁ ଅନନ୍ତ ଜିବନ (2time) ତୁମେ ମଙ୍ଗଳ ମୟ ତୁମେ ଅନାଦି ଅନନ୍ତ ତୁମେ ସର୍ବ ଶକ୍ତି ମାନ ତୁମେ ରାଜାଧି ରାଜନ ଫେରି ଆସିଛି ଏ ମୋ ମନ...... 1) ପାପଭରା ଏ ଜଗତେ ଭାଶୁଥିଲl ମୋ ଜିବନ କ୍ଷମାକଲ ଯୀଶୁ ପାପ ଯେତେ ମର ପାଇଲି ନୂଆ ଜୀବନ.....(2time) ତୁମେ ମଙ୍ଗଳ ମୟ ତୁମେ ଅନାଦି ଅନନ୍ତ ତୁମେ ସର୍ବ ଶକ୍ତି ମାନ ତୁମେ ରଜଧି ରଜନ... ଫେରି ଆସିଛି ମୋ ମନ.... 2) ମିଛ ମାୟା ଏ ସଂସାରେ ବୁଲୁଥିଲା ମୋ ଜିବନ ଉଦ୍ଧାରିଲ ତୁମେ ହେ ଯୀଶୁ ରାଜନ ପାଇଛି ନୂଆ ଜୀବନ ମିଛ ମାୟା ଏ ସଂସାର ବୁଲୁ ଥିଲା ମୋ ଜିବନ ଉଦ୍ଧାରିଲ ତୁମେ ହେ ଯୀଶୁ ରାଜନ ଆସିଛି ତୁମୋ ଚରଣେ.. ତୁମେ ମଙ୍ଗଳ ମୟ ତୁମେ ଅନାଦି ଅନନ୍ତ ତୁମେ ସର୍ବ ଶକ୍ତି ମାନ ତୁମେ ରଜାଧି ରାଜନ ଫେରି ଆସିଛି ଏ ମୋ ମନ..... ହୁ......ହୁ... ଆ.. ଆ ( ସମାପ୍ତ)