ଝିଅ ପ୍ରେମିକକୁ... ମାଆ ହାଣିଲା || Love Triangle Turns Violent! || Odisha Reporter
Odisha Reporter
0:00 / 0:00
ଝିଅ ପ୍ରେମିକକୁ... ମାଆ ହାଣିଲା || Love Triangle Turns Violent! || Odisha Reporter
4 930 просмотров · 13 часов назад
Odisha Reporter
2,99 млн подписчиков
4 930 просмотров · 13 часов назад
ଝିଅ ପ୍ରେମିକକୁ... ମାଆ ହାଣିଲା | Odisha Reporter
ତ୍ରିକୋଣୀୟ ପ୍ରେମକୁ ନେଇ ତୁମୁଳକାଣ୍ଡ! ଝିଅର ପ୍ରେମିକଙ୍କୁ ହାଣିଲେ ମାଆ ଓ ଭାବି ସ୍ୱାମୀ। ବସ୍ ଭିତରୁ ଟାଣି ଆଣି ଯୁବକଙ୍କୁ ଚୋଟ ପରେ ଚୋଟ ମାରିଥିବା ଅଭିଯୋଗ ହୋଇଛି। ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ପ୍ରଥମେ ଆସିକା ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଯୁବକ। ପ୍ରେମ ସମ୍ପର୍କକୁ ନେଇ ଏଭଳି ହିଂସାତ୍ମକ ଘଟଣାକୁ ନେଇ ଚର୍ଚ୍ଚା। ଦେଖନ୍ତୁ ଏହି ଘଟଣାର ପୂରା ରିପୋର୍ଟ, କେବଳ Odisha Reporterରେ।
#OdishaReporter #OdishaNews #CrimeNews #LoveTriangle #BreakingNews #Asika #Berhampur #ଓଡ଼ିଶାଖବର #ତ୍ରିକୋଣୀୟପ୍ରେମ #ପ୍ରେମକୁନେଇହିଂସା #ମରଣାନ୍ତକଆକ୍ରମଣ #ଆସିକା #ବ୍ରହ୍ମପୁର #ଅପରାଧଖବର
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter