ଛତ୍ରପୁର ମାର୍କେଟ ମିଠା ଦୋକାନରେ ନିଆଁ ଲାଗି ,ସବୁ ହେଇଗଲା ପାଉଁଶ l fire breaks out in Chhatrapur market
Pratidin TV
0:00 / 0:00
ଛତ୍ରପୁର ମାର୍କେଟ ମିଠା ଦୋକାନରେ ନିଆଁ ଲାଗି ,ସବୁ ହେଇଗଲା ପାଉଁଶ l fire breaks out in Chhatrapur market
449 просмотров · 6 ч назад
Pratidin TV
1,77 млн подписчиков
449 просмотров · 6 ч назад
ଛତ୍ରପୁର ମାର୍କେଟ ମିଠା ଦୋକାନରେ ନିଆଁ ଲାଗି ,ପାଉଁଶ ହେଇଗଲା ୮ ଲକ୍ଷ ଟଙ୍କାର ଜିନିଷ l ଛତ୍ରପୁର ମେଇନ୍ ରୋଡ଼ ମୁଖ୍ୟବଜାରରେ ଏକ ଭୟାଭୟ ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣାଟି ଏକ ପ୍ରସିଦ୍ଧ ରାଜସ୍ଥାନ ସ୍ବିଟ୍-କମ୍ ବେକରୀ ଦୋକାନରେ ନିଆଁ ଲାଗି ଯାଇଥିଲା । ସର୍ଟ-ସର୍କିଟ ଲାଗି ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି । ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତ୍ର ୧୦.୩୦ ମିନଟ୍ ସମୟରେ ରାଜସ୍ଥାନ ମିଠା ଦୋକାନରେ ନିଆଁ ଲାଗିଥିବା ଖବର ମିଳିଥିଲା । ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଫାୟାର ଷ୍ଟେସନ ଅଫିସର୍ ଧନଞ୍ଜୟ ମଲ୍ଲିକ୍ ଙ୍କ ସହ ଛତ୍ରପୁର ଅଗ୍ନିଶମ ବାହିନୀ ସଦଳ ବଳେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡ ଗୁରୁବାର ବିଳମ୍ବିତ ରାତ୍ର ୧୦.୩୦ ମିନଟ୍ ସମୟରେ ଦୋକାନ ବନ୍ଦ ହେବା ପରେ ନିଆଁ ଲାଗି ବାର ସ୍ଥାନୀୟ ଲୋକେ କେହି ଦେଖି ଛତ୍ରପୁର ଦମକଳ କେନ୍ଦ୍ର କୁ ଫୋନ୍ କଲ୍ କରି ଜଣାଇଥିଲେ । ଦମକଳ ଗାଡ଼ି ପହଞ୍ଚି ସୁରକ୍ଷିତ ଅବସ୍ଥାରେ ନିଆଁକୁ ଆୟତ୍ତ କରିଥିଲେ । massive fire breaks out in Chhatrapur market ,Ganjam
#ChhatrapurFire
#Ganjam
#OdishaNews
#BreakingNews
#ChhatrapurMarket
#ganjam
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha