ଗରିବ ଟଙ୍କା ଲୁଟି, ସୁନା ଦୋକାନ ରେ କର୍ମଚାରୀ ଭୟଙ୍କର ଭିଡ଼ କରୁଛନ୍ତି! Dhanteras Gold Rush vs social division
Pratidin TV
0:00 / 0:00
ଗରିବ ଟଙ୍କା ଲୁଟି, ସୁନା ଦୋକାନ ରେ କର୍ମଚାରୀ ଭୟଙ୍କର ଭିଡ଼ କରୁଛନ୍ତି! Dhanteras Gold Rush vs social division
17 207 просмотров · 1 дн. назад
Pratidin TV
1,77 млн подписчиков
17 207 просмотров · 1 дн. назад
ଗରିବ ଟଙ୍କା ଲୁଟି, ସୁନା ଦୋକାନ ରେ କର୍ମଚାରୀ ଭୟଙ୍କର ଭିଡ଼ କରୁଛନ୍ତି ! ଭୁବନେଶ୍ୱରରେ ଧନତେରାସର ‘ଗୋଲ୍ଡ ରଶ୍’ ଏବଂ ସାମାଜିକ ଅସମାନତାକୁ ନେଇ ବରିଷ୍ଠ ନେତା ସୁରେଶ କୁମାର (ସୁର) ରାଉତରାୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁର ରାଉତରାୟଙ୍କ କହିବା ଅନୁଯାୟୀ, ଗୋଟିଏ ପଟେ ଅଳ୍ପ କିଛି ଧନୀ ଲୋକ ସୁନା କିଣିବା ପାଇଁ ବଡ଼ ବଡ଼ ସୋ-ରୁମ୍ରେ ଲମ୍ବା ଲାଇନ୍ ଲଗାଉଥିବା ବେଳେ, ଅନ୍ୟପଟେ ଗରିବ ଦିନମଜୁରିଆ ଓ ଖଟିଖିଆ ଜୀବନର ମୌଳିକ ଆବଶ୍ୟକତା ପାଇଁ ସଂଘର୍ଷ କରୁଛନ୍ତି। ଏହି ଧନତେରାସ ଭିଡ଼ ପ୍ରକୃତ ସାମାଜିକ ସମାନତା ନୁହେଁ, ବରଂ ସମାଜରେ ବଢୁଥିବା ଧନୀ ଏବଂ ଗରିବ ମଧ୍ୟରେ ଥିବା ବିରାଟ ବ୍ୟବଧାନର ଏକ ଜ୍ୱଳନ୍ତ ଉଦାହରଣ। Dhanteras Gold Rush vs social division.
#DhanterasBhubaneswar #SocialInequalityOdisha #SuraRoutrayStatement #BhubaneswarGoldRush #RichVsPoorOdisha
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha