😍ବାହାରେ ଖସ୍ତା, ଭିତରେ ନରମ 😋 ଏମିତି ଗୁଲଗୁଲା କେବେ ଖାଇଛନ୍ତି?
Daily Stir With Rashmita
0:00 / 0:00
😍ବାହାରେ ଖସ୍ତା, ଭିତରେ ନରମ 😋 ଏମିତି ଗୁଲଗୁଲା କେବେ ଖାଇଛନ୍ତି?
310 просмотров · 13 дн. назад
Daily Stir With Rashmita
45 подписчиков
310 просмотров · 13 дн. назад
ଆଜି ମୁଁ ଆପଣଙ୍କ ସହିତ ସେୟାର କରୁଛି ବହୁତ ସହଜ ଓ ମଜାଦାର ଖସ୍ତା ଗୁଲଗୁଲା ରେସିପି 😋❤️
ଏହି Gulgula Recipe ବାହାରୁ ଖସ୍ତା ଓ ଭିତରୁ ନରମ ହୋଇଥାଏ। ଘରେ ଥିବା ସାମଗ୍ରୀରେ ଅତି ସହଜରେ ଏହାକୁ ବନାଇ ପାରିବେ। ଚା’ ସହିତ ଗରମାଗରମ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ। 😍
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, ନିଜ ପରିବାର ଓ ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଏମିତି ନୂଆ ନୂଆ ରେସିପି ପାଇଁ ମୋର YouTube Channel କୁ Subscribe କରନ୍ତୁ। ❤️
ଧନ୍ୟବାଦ 🙏
#GulgulaRecipe #KhastaGulgula #OdiaRecipe #OdiaCooking #SweetRecipe #EasyRecipe #HomemadeRecipe #TeaTimeSnacks #CrispyGulgula #Cooking