Перейти к содержимому

ସ୍ୱାଦିଷ୍ଟ ସୁଜି ହାଲୱା 😋🔥 | ଘରେ ବନାନ୍ତୁ ହାଲୱା ପ୍ରସାଦ | Suji Halwa Recipe in Odia

Sarita Odia Kitchen

0:00 / 0:00

ସ୍ୱାଦିଷ୍ଟ ସୁଜି ହାଲୱା 😋🔥 | ଘରେ ବନାନ୍ତୁ ହାଲୱା ପ୍ରସାଦ | Suji Halwa Recipe in Odia

63 просмотра · 1 дн. назад
Sarita Odia Kitchen
121 подписчик
63 просмотра · 1 дн. назад
ନମସ୍କାର ସଙ୍ଗମାନେ! 🙏 ମୁଁ ସରିତା। ଆପଣମାନଙ୍କୁ Sarita Odia Kitchen କୁ ସ୍ୱାଗତ ଜଣାଉଛି। ❤️ ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ବହୁତ ସ୍ୱାଦିଷ୍ଟ ଓ ସୁଆଦିଆ ସୁଜି ହାଲୱା ରେସିପି 😋🔥 ଏହି ହାଲୱାକୁ ଆପଣ ଘରେ ଅତି ସହଜରେ ବନାଇ ପାରିବେ। ପୂଜା ପର୍ବ, ପ୍ରସାଦ କିମ୍ବା ମିଠା ଖାଇବା ଇଚ୍ଛା ହେଲେ ଏହି ସୁଜି ହାଲୱା ନିଶ୍ଚୟ ବନାନ୍ତୁ। ❤️ ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଏମିତି ନୂଆ ନୂଆ ରେସିପି ଦେଖିବା ପାଇଁ Sarita Odia Kitchen କୁ Subscribe କରନ୍ତୁ। 🔔 ଧନ୍ୟବାଦ! ❤️🙏 #SujiHalwa #SujiHalwaRecipe #HalwaRecipe #PrasadRecipe #SweetRecipe #OdiaRecipe #OdiaCooking #IndianSweets #EasyRecipe #SaritaOdiaKitchen