ଘରେ ବନାନ୍ତୁ ବଜାର ଭଳି ଜାଲିଦାର ଓ ସୁଆଦିଆ Ghevar 😋🔥 | Easy Ghevar Recipe | Sarita Odia Kitchen
Sarita Odia Kitchen
0:00 / 0:00
ଘରେ ବନାନ୍ତୁ ବଜାର ଭଳି ଜାଲିଦାର ଓ ସୁଆଦିଆ Ghevar 😋🔥 | Easy Ghevar Recipe | Sarita Odia Kitchen
61 просмотр · 9 дн. назад
Sarita Odia Kitchen
121 подписчик
61 просмотр · 9 дн. назад
ନମସ୍କାର ସଙ୍ଗମାନେ! 🙏❤️
ମୁଁ ସରିତା। ଆପଣମାନଙ୍କୁ Sarita Odia Kitchen କୁ ସ୍ୱାଗତ ଜଣାଉଛି। ❤️
ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ବଜାର ଭଳି ଜାଲିଦାର ଓ ସୁଆଦିଆ Ghevar Recipe 😋🔥
ଘରେ ସହଜ ଉପାୟରେ ବନାନ୍ତୁ ପରଫେକ୍ଟ ଜାଲିଦାର ଘେୱର। ଏହି ସୁଆଦିଆ ମିଠାକୁ ଆପଣ ପର୍ବପର୍ବାଣୀ, ବିଶେଷ ଅବସର କିମ୍ବା ଘରେ ଅତିଥି ଆସିଲେ ପରଷି ପାରିବେ। 🍯😋
ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଏହି ସହଜ ରେସିପିକୁ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ।
❤️ ଭିଡିଓଟି ଭଲ ଲାଗିଲେ Like କରନ୍ତୁ
📲 ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କ ସହ Share କରନ୍ତୁ
🔔 ଏମିତି ନୂଆ ନୂଆ ରେସିପି ଦେଖିବା ପାଇଁ Sarita Odia Kitchen କୁ Subscribe କରନ୍ତୁ ଏବଂ Bell Icon ଦବାଇବାକୁ ଭୁଲନ୍ତୁ ନାହିଁ।
ଆପଣମାନଙ୍କ ଭଲପାଇବା ଓ ସମର୍ଥନ ପାଇଁ ଅନେକ ଧନ୍ୟବାଦ! ❤️🙏
#Ghevar #GhevarRecipe #SweetRecipe #IndianSweets #TraditionalSweets #EasyGhevarRecipe #OdiaRecipe #OdiaCooking #SaritaOdiaKitchen #HomemadeSweets