ତପୁ କୁ ଗୁଳିମାଡ଼ ପରେ ନିଜକୁ ବଞ୍ଚାଇବା ପାଇଁ, ମିଛ ନାଟକ କରିଥିଲେ ଅଭିଯୁକ୍ତ ! Tapu Nayak Murder,
Pratidin TV
0:00 / 0:00
ତପୁ କୁ ଗୁଳିମାଡ଼ ପରେ ନିଜକୁ ବଞ୍ଚାଇବା ପାଇଁ, ମିଛ ନାଟକ କରିଥିଲେ ଅଭିଯୁକ୍ତ ! Tapu Nayak Murder,
2 475 просмотров · 1 дн. назад
Pratidin TV
1,77 млн подписчиков
2 475 просмотров · 1 дн. назад
ତପୁ କୁ ଗୁଳିମାଡ଼ ପରେ ନିଜକୁ ବଞ୍ଚାଇବା ପାଇଁ, ମିଛ ନାଟକ କରିଥିଲେ ଅଭିଯୁକ୍ତ ! ଗୁଳିମାଡ଼ ପରେ ନିଜକୁ ବଞ୍ଚାଇବା ପାଇଁ ଅଭିଯୁକ୍ତମାନେ ଟପୁଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ସେମାନେ ପୋଲିସକୁ ମିଥ୍ୟା ଗପ ଶୁଣାଇଥିଲେ ଯେ ମାଉସୀମା ମନ୍ଦିର ଫ୍ଲାଇଓଭର ନିକଟରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବାଇକ୍ରେ ଆସି ଟପୁଙ୍କୁ ଗୁଳି କରି ପଳାଇଛନ୍ତି। ଗୁଳିମାଡ଼ ପରେ ଅଭିଯୁକ୍ତମାନେ ବନ୍ଧୁକକୁ ନିକଟସ୍ଥ ଗଙ୍ଗୁଆ ନାଳକୁ ଫିଙ୍ଗି ଦେଇଥିଲେ। ପୋଲିସ ଅଗ୍ନିଶମ ବାହିନୀର ସହାୟତାରେ ନାଳ ଭିତରୁ ହତ୍ୟାରେ ବ୍ୟବହୃତ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଏବଂ ଖୋକା ଜବତ କରିଛି। Tapu Nayak Fake Attack Narrative To mislead the investigators.
#BhubaneswarCrime #TapuNayakMurder #ShishupalgarhFiring #OdishaCrimeNews #CommissioneratePolice
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha