Перейти к содержимому

ଖାଲି ମିଡିଆରେ କହୁଛନ୍ତି ହେଲେ MMDR ଆଲୋଚନା ପାଇଁ, BJP କୌଣସି ବ୍ୟବସ୍ଥା ରଖିନି! BJD Pressmeet, MMDR Row.

Pratidin TV

0:00 / 0:00

ଖାଲି ମିଡିଆରେ କହୁଛନ୍ତି ହେଲେ MMDR ଆଲୋଚନା ପାଇଁ, BJP କୌଣସି ବ୍ୟବସ୍ଥା ରଖିନି! BJD Pressmeet, MMDR Row.

1 497 просмотров · 3 часа назад
Pratidin TV
1,76 млн подписчиков
1 497 просмотров · 3 часа назад
ଖାଲି ମିଡିଆରେ କହୁଛନ୍ତି ହେଲେ MMDR ଆଲୋଚନା ପାଇଁ, BJP କୌଣସି ବ୍ୟବସ୍ଥା ରଖିନି! ଆଜି ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନଠାରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରେସମିଟ୍‌ରେ ବିଜୁ ଜନତା ଦଳ (ବିଜେଡି) କେନ୍ଦ୍ର ସରକାରଙ୍କ ଏମଏମଡିଆର (MMDR) ସଂଶୋଧନ ଆଇନ, ୨୦୨୬କୁ ଏକ 'କଳା ଆଇନ' ଭାବେ ଅଭିହିତ କରିଛି। ଏହି ଆଇନ ବିରୋଧରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ୱରର ଲୋୟର ପିଏମଜିଠାରେ ଏକ ବିଶାଳ ଜନ ଆନ୍ଦୋଳନ କରାଯିବ ଏବଂ ଏହାର ନେତୃତ୍ୱ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନେବେ ବୋଲି ଦଳ ଘୋଷଣା କରିଛି। BJD Pressmeet, MMDR Row. #BJDPressmeet #NaveenPatnaik #MMDRAct2026 #SaveOdishaMinerals #OdishaRevenueRow Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha