Перейти к содержимому

ସିଲେଇ ମେସିନରେ କିପରି ତେଲ ଦେବେ? | How to Oil a Sewing Machine Step by Step in Odia//Practical class 3

Thoda Stitching Thoda Life

0:00 / 0:00

ସିଲେଇ ମେସିନରେ କିପରି ତେଲ ଦେବେ? | How to Oil a Sewing Machine Step by Step in Odia//Practical class 3

603 просмотра · 1 мес. назад
Thoda Stitching Thoda Life
1,23 тыс. подписчиков
603 просмотра · 1 мес. назад
ସିଲେଇ ମେସିନରେ କେମିତି ତେଲ ଦେବେ? | How to Oil a Sewing Machine Step by Step in Odia 🧵 ନମସ୍କାର ଦର୍ଶକ ବନ୍ଧୁ! ଆଜିର ଏହି ଭିଡିଓରେ ଆମେ ଶିଖିବା କିପରି ସିଲେଇ ମେସିନରେ ସଠିକ୍ ଭାବରେ ତେଲ ଦିଆଯାଏ (How to oil a sewing machine in Odia)। ଯଦି ଆପଣଙ୍କ ମେସିନ୍ ଜାମ୍ ଚାଲୁଛି, ଶବ୍ଦ କରୁଛି କିମ୍ବା ସୂତା କାଟୁଛି, ତେବେ ଏହି ଭିଡିଓଟି ଆପଣଙ୍କ ପାଇଁ ବହୁତ ସହାୟକ ହେବ। ମେସିନର କେଉଁ କେଉଁ ଜାଗାରେ ତେଲ ଦେବା ଦରକାର ଏବଂ କେଉଁ ସାବଧାନତା ଅବଲମ୍ବନ କରିବା ଉଚିତ୍, ସେ ବିଷୟରେ ସମ୍ପୂର୍ଣ୍ଣ ସହଜ ଉପାୟରେ କୁହାଯାଇଛି। ଯଦି ଭିଡିଓଟି ଭଲ ଲାଗେ, ତେବେ ଲାଇକ, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ! 👍 #SewingMachine #OilingTips #SewingMachineRepair #OdiaTailoring #SilaiMachine #TailoringTips