Перейти к содержимому

ସମୁଦ୍ର ଭଉଁରୀରେ ହଜିଗଲେ କ୍ର୍ୟୁ ମେମ୍ବର | Odisha Reporter

Odisha Reporter

0:00 / 0:00

ସମୁଦ୍ର ଭଉଁରୀରେ ହଜିଗଲେ କ୍ର୍ୟୁ ମେମ୍ବର | Odisha Reporter

11 733 просмотра · 23 часа назад
Odisha Reporter
2,98 млн подписчиков
11 733 просмотра · 23 часа назад
#ସମୁଦ୍ର_ଭଉଁରୀରେ_ହଜିଗଲେ_କ୍ର୍ୟୁ_ମେମ୍ବର ସେଦିନର ସେହି ଭୟଙ୍କର ରାତିର କାହାଣୀ କହିଛନ୍ତି ଉଦ୍ଧାର ହୋଇଥିବା ଦୁଇ ନାବିକ। ସେମାନଙ୍କ ଆଖି ଆଗରେ କେମିତି ଅଥଳ ଜଳରାଶିରେ ଅଶାନ୍ତ ସମୁଦ୍ରରେ ଭଉଁରି କାଟି ହଜିଗଲା ଏମ ଭି ଓସେନ ୱିନର। ଜାହାଜଟି ପ୍ରଥମେ ଗୋଟିଏ ପଟକୁ ଢଳିଲା। ବାଲାନ୍ସ କରିବା ପାଇଁ କ୍ୟାପଟେନ ଯଥା ସାଧ୍ୟ ଉଦ୍ୟମ କରିଥିଲେ। #shiptragedy #paradip #Odisha #China #Bangladesh #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter