ବିଜେଡି ନେତାଙ୍କ ପୁଅ ଗିରଫ | Odisha Reporter
Odisha Reporter
0:00 / 0:00
ବିଜେଡି ନେତାଙ୍କ ପୁଅ ଗିରଫ | Odisha Reporter
39 333 просмотра · 1 день назад
Odisha Reporter
2,98 млн подписчиков
39 333 просмотра · 1 день назад
ବିଜେଡି ନେତାଙ୍କ ପୁଅ ଗିରଫ
ଜାଗା ଦେବାକୁ କହି ଠକେଇ ଅଭିଯୋଗରେ ପୂର୍ବତନ ବିଜେଡି ବିଧାୟକଙ୍କ ପୁଅ ଗିରଫ । ନୟାପଲି ଘରୁ ଅଜିତ କୁମାର ସାହୁ କୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ୱାରେଣ୍ଟ ବଳରେ ବାନ୍ଧିଲା ପୋଲିସ । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଅଜିତ କୁ ପଳାତକ ଘୋଷଣା କରିଥିଲା । ନୟାପଲ୍ଲୀ ନୂଆସାହି ଆପାର୍ଟମେଣ୍ଟରୁ ବାନ୍ଧିଲା କମିସନରେଟ ପୋଲିସ । 2024ରେ ଦିଲ୍ଲୀ ତୁଗଲଗ ଥାନାରେ ଠକେଇ ଅଭିଯୋଗ ନେଇ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସଭା ସାଂସଦ ସୁଜିତ କୁମାର । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ । ବାରମ୍ବାର କୋର୍ଟର ସମନ ସତ୍ୱେ ହାଜର ହୋଇନଥିଲେ ଯେଉଁଥିପାଇଁ ଅଜିତ ଙ୍କ ବିରୋଧରେ ୱାରେଣ୍ଟ ଈସୁ କରିଥିଲେ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ।
#odishareporter #odishapolice #arrest #bjd #odishapolitics
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter