ତୋ ହାତରେ ବାନ୍ଧିଲି ରାକ୍ଷୀ | To Hatere Bandhili Rakhi | RealisticRakhiSong2026 | Lyrics: Dibakar Nayak
Dibakar Nayak Music
0:00 / 0:00
ତୋ ହାତରେ ବାନ୍ଧିଲି ରାକ୍ଷୀ | To Hatere Bandhili Rakhi | RealisticRakhiSong2026 | Lyrics: Dibakar Nayak
107 просмотров · 4 недели назад
Dibakar Nayak Music
725 подписчиков
107 просмотров · 4 недели назад
🎵 YouTube Trending Title
ତୋ ହାତରେ ବାନ୍ଧିଲି ରାକ୍ଷୀ | To Hatere Bandhili Rakhi | Realistic Odia Rakhi Song 2026 | Lyrics: Dibakar Nayak | Dibakar Nayak Music
📌 Short Description
💝 ଭାଇ-ଭଉଣୀର ପବିତ୍ର ସ୍ନେହର ଏକ ମଧୁର ରାଖୀ ଗୀତ — “ତୋ ହାତରେ ବାନ୍ଧିଲି ରାକ୍ଷୀ”।
ହୀରା ନୁହେଁ, ନୀଳା ନୁହେଁ—ଭଉଣୀ ଚାହେଁ କେବଳ ଭାଇର ଭଲପାଇବା, ଆଶୀର୍ବାଦ ଓ ସୁରକ୍ଷା। ପିଲାଦିନର ସ୍ମୃତି ଓ ଭାଇ-ଭଉଣୀର ଅମୂଲ୍ୟ ସମ୍ପର୍କକୁ ନେଇ ଏହି ମନଛୁଆଁ Odia Rakhi Song।
🎶 ଗୀତ ରଚନା: ଦିବାକର ନାୟକ
🎤 Vocal: AI (Artificial Intelligence)
🎼 Genre: Odia Rakhi / Emotional Family Song
🎬 Presented by: Dibakar Nayak Music
ହୀରା ମାଗୁନି ମୁଁ
ମାଣିକ ମାଗୁନି
ମାଗୁନି ଦାମୀ ଉପହାର...
ତୋ ହାତରେ ବାନ୍ଧିଲି ରାଖି
ଏଯେ ମମତାର ଡୋର...
ମୁହିଁ ତୋ ସୁନା ଭଉଣୀ
ତୁ ସୁନା ଭାଇ ମୋର... ।।୦।।
ପାଠ ପଢ଼ି ଯେବେ ଦିନେ ଚାକିରି କରିବୁ
ଛୁଟିରେ ଆସିଲେ କେତେ ଦରବ ଆଣିବୁ ।
ଭୁଲିବୁନି କେବେ ମୋତେ
ବିଶ୍ବାସ ଅଛି ମୋ ଚିତ୍ତେ
ଏମିତି ସମ୍ପର୍କ
ରହିଥାଉ ମଧୁର ।।୧।।
ଏବେ ବି ପଡୁଛି ମନେ ପିଲାବେଳ କଥା
ଆମ ଦୁଷ୍ଟାମୀରେ ଥିଲା ସ୍ନେହ ମିଠା ମିଠା ।
ଯେବେ ଯୋଉଠି ତୁ ଥିବୁ
ମୋଅ ରାଖିକୁ ଚାହିଁଥିବୁ ;
ତୋଅ ଆଶୀର୍ବାଦ
ସୁରକ୍ଷା କବଚ ମୋର ।।୨।।©®
❤️ ଗୀତଟି ଭଲ ଲାଗିଲେ Like 👍 | Comment 💬 | Share 🔄 | Subscribe 🔔 କରି ଆମକୁ ଉତ୍ସାହିତ କରନ୍ତୁ।
💬 Comment କରନ୍ତୁ: ଆପଣଙ୍କ ଭାଇ କିମ୍ବା ଭଉଣୀଙ୍କୁ ଟ୍ୟାଗ୍ କରି ଏହି ଗୀତଟି Share କରନ୍ତୁ।
🔥 Trending Hashtags
#OdiaRakhiSong #RakhiSong2026 #OdiaSong #OdiaMusic #RakshaBandhan #Rakhi #BhaiBahan #BhaiBehen #BrotherSisterLove #OdiaNewSong #OdiaEmotionalSong #OdiaFamilySong #OdiaRomanticSong #DibakarNayakMusic #OdiaTrendingSong #OdiaViralSong #NewOdiaSong #RakhiSpecial #RakshaBandhan2026
🔎 YouTube Keywords / Tags
Odia Rakhi Song, Odia Raksha Bandhan Song, To Hatere Bandhili Rakhi, ତୋ ହାତରେ ବାନ୍ଧିଲି ରାକ୍ଷୀ, Rakhi Song Odia, Odia New Song 2026, Odia Emotional Song, Odia Brother Sister Song, Bhai Bahan Odia Song, Odia Family Song, Raksha Bandhan Odia Song, Odia Trending Song, Dibakar Nayak Music, Odia AI Song, New Odia Music, Odia Festival Song, Rakhi Special Odia Song
❤️ Like • Comment • Share • Subscribe
ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କକୁ ସମ୍ମାନ ଦେଇ ଗୀତଟିକୁ Like 👍 କରନ୍ତୁ, Comment 💬 କରନ୍ତୁ, ଆପଣଙ୍କ ପରିବାର ଓ ବନ୍ଧୁମାନଙ୍କ ସହ Share 🔄 କରନ୍ତୁ ଏବଂ Dibakar Nayak Music କୁ Subscribe 🔔 କରି ନୂଆ ଓଡ଼ିଆ ଗୀତ ପାଇଁ ସାଥୀ ହୁଅନ୍ତୁ।
©️ Copyright & Disclaimer
© Dibakar Nayak Music. All Rights Reserved.
Dibakar Nayak Music is a publishing platform for music and creative works. Each lyricist/creator is responsible for the originality and authorship of their respective work. The original lyricist/creator credit must be retained wherever this work is used or shared.
Unauthorized copying, reproduction, re-uploading, modification, distribution or commercial use of this content, in whole or in part, is prohibited without permission.
For permission, licensing, collaboration or other usage-related requests, please contact Dibakar Nayak Music.
Vocal – AI (Artificial Intelligence)
Lyrics – ଦିବାକର ନାୟକ (ଆକାଶବାଣୀ ଗୀତିକାର)
🙏 Thank you for supporting original Odia music.