Перейти к содержимому

କଲେଜ୍ ରେ ଲାଗିଲା ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା, ଅକ୍ଟୋବର ୧୫ ହବ କଲେଜ ଇଲେକ୍ସନ। Balasore student election.

Pratidin TV

0:00 / 0:00

କଲେଜ୍ ରେ ଲାଗିଲା ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା, ଅକ୍ଟୋବର ୧୫ ହବ କଲେଜ ଇଲେକ୍ସନ। Balasore student election.

577 просмотров · 1 час назад
Pratidin TV
1,77 млн подписчиков
577 просмотров · 1 час назад
କଲେଜ୍ ରେ ଲାଗିଲା ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା, ଅକ୍ଟୋବର ୧୫ ହବ କଲେଜ୍ ଇଲେକ୍ସନ। ବାଲେଶ୍ଵର ଏଫଏମ କଲେଜ ପରିସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। ଦିର୍ଘ ବର୍ଷ ଧରି କଲେଜରେ ନିର୍ବାଚନ ନହେବାରୁ କଲେଜର ବିକାଶ ଠିକ ଭାବରେ ହୋଇପାରୁ ନଥିଲା। କଲେଜର ପ୍ରଗତି ଓ ବିକାଶ ପାଇଁ ଛାତ୍ର ସଂସଦ ନିର୍ବାଚନ ହେବା ଦରକାର। ସରକାରଙ୍କ ଏହି ପଦକ୍ଷେପକୁ ଏଫଏମ କଲେଜ ଛାତ୍ର ଛାତ୍ରୀ ସ୍ବାଗତ ଜଣାଇଛନ୍ତି। ହିଂସାଠୁ ଦୂରେଇ ଶାନ୍ତି ଶୃଙ୍ଖଳାସହ ଇଲେକସନ ହେଉ ବୋଲି ଛାତ୍ର ଛାତ୍ରୀ କହିଛନ୍ତି। Balasore student election. #BalasoreStudentUnion #OdishaCampusPolitics #StudentUnionElection #BalasoreNews #FMCautonomusCollege Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha