Перейти к содержимому

ଧର୍ମଶାଳା ରେ ଅପରାଧୀଙ୍କ ଆଇନ କୁ ଭୟ ନାହିଁ ! no fear for Law in Dharmasala, says Captain Dibya Shankar

Pratidin TV

0:00 / 0:00

ଧର୍ମଶାଳା ରେ ଅପରାଧୀଙ୍କ ଆଇନ କୁ ଭୟ ନାହିଁ ! no fear for Law in Dharmasala, says Captain Dibya Shankar

1 444 просмотра · 14 ч назад
Pratidin TV
1,77 млн подписчиков
1 444 просмотра · 14 ч назад
ଧର୍ମଶାଳା ରେ ଅପରାଧୀଙ୍କ ଆଇନ କୁ ଭୟ ନାହିଁ ! ଯାଜପୁର ଜିଲ୍ଲା ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ବିଜୁ ଜନତା ଦଳ (BJD) ତୀବ୍ର ନିନ୍ଦା କରିଛି। ବିଜେଡି ନେତା ତଥା ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ଅପରାଧୀଙ୍କ ମନରେ ଆଇନ ପ୍ରତି କୌଣସି ଭୟ ନାହିଁ ବୋଲି କହିଛନ୍ତି। no fear for Law in Dharmasala, says Captain Dibya Shankar. #PranabBalabantray #DharmasalaViolence #OdishaLawAndOrder #BJDOdisha #PoliticalViolence #JajpurPolitics Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha