Перейти к содержимому

କାଙ୍ଗୁ ଇଡ୍‌ଲି | Kangu Idli Recipe | Healthy Breakfast | ନରମ ଓ ସୁଆଦିଆ ଇଡ୍‌ଲି

My Kitchen by Sumitra😍😍@88

0:00 / 0:00

କାଙ୍ଗୁ ଇଡ୍‌ଲି | Kangu Idli Recipe | Healthy Breakfast | ନରମ ଓ ସୁଆଦିଆ ଇଡ୍‌ଲି

255 просмотров · 6 дней назад
My Kitchen by Sumitra😍😍@88
732 подписчика
255 просмотров · 6 дней назад
କାଙ୍ଗୁ ଇଡ୍‌ଲି | Kangu Idli Recipe | Healthy Breakfast | ନରମ ଓ ସୁଆଦିଆ ଇଡ୍‌ଲି ଆଜି ବନାଇବା କାଙ୍ଗୁ ଇଡ୍‌ଲି (Kangu Idli) ❤️ ସକାଳ ଜଳଖିଆ ପାଇଁ ସରଳ, ସୁଆଦିଆ ଏବଂ ଘରେ ସହଜରେ ବନାଇପାରିବା ଏହି ଇଡ୍‌ଲିକୁ ଚଟଣୀ ସହିତ ପରଷନ୍ତୁ। 😋 ଏହି ଭିଡିଓରେ କାଙ୍ଗୁ ଇଡ୍‌ଲି କେମିତି ବନାଇବେ, ବ୍ୟାଟର୍ କେମିତି ପ୍ରସ୍ତୁତ କରିବେ ଏବଂ ଇଡ୍‌ଲିକୁ ନରମ କେମିତି ରଖିବେ—ସବୁ ଦେଖାଇଛି। 👍 Video ଭଲ ଲାଗିଲେ Like କରନ୍ତୁ 💬 Comment କରି ଆପଣଙ୍କ ମତାମତ ଜଣାନ୍ତୁ 🔔 MykitchenbySumitra Subscribe କରନ୍ତୁ ମାଣ୍ଡିଆ ଜାଉ    • ମାଣ୍ଡିଆ ଜାଉ | ସକାଳର ସହଜ ଓ ସୁଆଦିଆ ଜଳଖିଆ | R...   ଗୋଟା ମୁଗ ତରକାରୀ    • ଗୋଟା ମୁଗ ତରକାରୀ 😋 | ଏମିତି ବନାନ୍ତୁ ଥରେ ଖାଇଲ...   ଛୋଟ ସିଙ୍ଗଡ଼ା    • ଛୋଟ ସିଙ୍ଗଡ଼ା ରେସିପି | ବହୁତ କ୍ରିସ୍ପି ଓ ସ୍ୱା...   ━━━━━━━ 🔗 MY LINKS ━━━━━━━━━━━━━━ 📌 Facebook: [ Facebook-  / 1p6luld3c5   ] 📌 Instagram: 📸 Instagram: -Instagram:https://www.instagram.com/sumitramish... 📌 YouTube:    / @sumitramishra3076   #KanguIdli #HealthyBreakfast #MilletIdli #IdliRecipe #OdiaRecipe #HealthyRecipe #MykitchenbySumitra Thankyou. 🙏