7 ବର୍ଷିଆ ତିଣ୍ଟିଚିପି ମାରିଲା 13 ବର୍ଷିଆ | Odisha Reporter
Odisha Reporter
0:00 / 0:00
7 ବର୍ଷିଆ ତିଣ୍ଟିଚିପି ମାରିଲା 13 ବର୍ଷିଆ | Odisha Reporter
832 просмотра · 5 часов назад
Odisha Reporter
2,99 млн подписчиков
832 просмотра · 5 часов назад
7 ବର୍ଷିଆ ତିଣ୍ଟିଚିପି ମାରିଲା 13 ବର୍ଷିଆ
ମାଛ ମାରାକୁ ନେଇ ମହାଭାରତ । ସାମାନ୍ୟ ବନିଶି ପାଇଁ ଚାଲିଗଲା ଜୀବନ । ନାବାଳକୁ ତଣ୍ଟିଚିପି ମାରିଦେଲେ ନାବାଳକ । ହତ୍ୟାକରି ଫୋପାଡି ଦେଲେ ବୁଦା ମଳେ । ସାମାନ୍ୟ ବଚସା। ଆଉ ଏହି ବଚସାର ପରିଣତି ଏତେ ଭୟଙ୍କର ହେବ, ତାହା କେହି କେବେ କଳ୍ପନା କରିନଥିବେ। ମାଛ ମାରିବାକୁ ଯାଇଥିଲେ, ହେଲେ ଘରକୁ ଆଉ ଫେରିଲେନି ୭ ବର୍ଷର ଶିଶୁ। ଦୁଇ ଦିନ ଧରି ଖୋଜାଖୋଜି ପରେ ପୋଖରୀ ନିକଟରୁ ମିଳିଲା ମୃତଦେହ।
#odishareporter #bargarh #murder #crime
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter