ଟାଇଫଏଡ୍ ଜ୍ୱର କାହିଁକି ହୁଏ? | Dr Srikant Kumar Dhar on Typhoid in Odia | Causes & Treatment
Swasthya Plus Odia
0:00 / 0:00
ଟାଇଫଏଡ୍ ଜ୍ୱର କାହିଁକି ହୁଏ? | Dr Srikant Kumar Dhar on Typhoid in Odia | Causes & Treatment
109 721 просмотр · 5 л. назад
Swasthya Plus Odia
808 тыс. подписчиков
109 721 просмотр · 5 л. назад
#Typhoid #Fever #DoctorAdvice
ଟାଇଫଏଡ୍ ଜ୍ୱର ବା ଆନ୍ତ୍ରିକ ଜ୍ୱର ହେଉଛି ଅତି ସାଧାରଣ ରୋଗ। ଆମ ଶରୀରର ଅନ୍ତନଳୀରେ ଏକ ଜୀବାଣୁ ସଂକ୍ରମଣ କାରଣରୁ ଏହି ଜ୍ୱର ସୃଷ୍ଟି ହୋଇଥାଏ। ତେବେ ଟାଇଫଏଡ୍ ଜ୍ୱରକୁ ଠିକ୍ ସମୟରେ ଚିକିତ୍ସା କରାନଗଲେ ଅବସ୍ଥା ସାଙ୍ଘାତିକ ହେବାର ଆଶଙ୍କା ମଧ୍ୟ ରହିଛି। ଆସନ୍ତୁ ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶୀକାନ୍ତ କୁମାର ଧରଙ୍କଠାରୁ ଟାଇଫଏଡ୍ ଜ୍ୱରର କାରଣ, ଲକ୍ଷଣ, ଚିକିତ୍ସା ଏବଂ ନିରାକରଣ ବିଷୟରେ ସବୁକିଛି ଜାଣିବା।
ଏହି ଭିଡିଓରେ ରହିଛି,
ଟାଇଫଏଡ୍ ଜ୍ୱର କ’ଣ? (0:00)
ଟାଇଫଏଡ୍ ଜ୍ୱର କାହିଁକି ହୁଏ? (0:36)
ଟାଇଫଏଡ୍ ଜ୍ୱରର ଲକ୍ଷଣ (1:49)
ଟାଇଫଏଡ୍ ଜ୍ୱରକୁ କେମିତି ଚିହ୍ନିବେ? (2:58)
ଟାଇଫଏଡ୍ ଜ୍ୱରର ଚିକିତ୍ସା (5:10)
ଟାଇଫଏଡ୍ ଜ୍ୱରର ନିରାକରଣ (7:13)
ଟାଇଫଏଡ୍ ରୋଗୀ କ’ଣ ଖାଇବେ? (8:27)
ଡାକ୍ତରଙ୍କ ପରାମର୍ଶ (10:06)
Typhoid fever is a very common disease. Typhoid fever is caused by a bacterial infection in the intestines of our body. However, if the typhoid fever is not treated in a timely manner, the condition can be critical. Let's learn more about the Causes, Symptoms, Treatment and Prevention of Typhoid fever from Dr Srikant Kumar Dhar, a Medicine Specialist.
In this video,
What is Typhoid? (0:00)
Causes of Typhoid fever (0:36)
Symptoms of Typhoid fever (1:49)
Diagnosis of Typhoid fever (2:58)
Treatment of Typhoid fever (5:10)
Prevention of Typhoid fever (7:13)
What should a Typhoid patient eat? (8:27)
Doctor’s Advice (10:06)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
ସ୍ଵାସ୍ଥ୍ୟ ପ୍ଲସର ୟୁଟ୍ୟୁବ୍ ଚ୍ୟାନେଲ ସବ୍ସ୍କ୍ରାଇବ୍ କରନ୍ତୁ।
Swasthya Plus Odia, the first health portal of Odisha provides you with Health Tips & Expert Advice in Odia language on hygiene, nutrition, lifestyle, and more!