Перейти к содержимому

ଦୁଃସାହସୀ ପାଇଲଟ ସ୍ମିତ୍ ମଚ୍ଛାର ଆମ ପଡ଼ୋଶୀ, ବହୁତ୍ ବଢିଆ ଲୋକ! Captain Smit Machchhar neighbours, flydubai

Pratidin TV

0:00 / 0:00

ଦୁଃସାହସୀ ପାଇଲଟ ସ୍ମିତ୍ ମଚ୍ଛାର ଆମ ପଡ଼ୋଶୀ, ବହୁତ୍ ବଢିଆ ଲୋକ! Captain Smit Machchhar neighbours, flydubai

2 279 просмотров · 2 дня назад
Pratidin TV
1,77 млн подписчиков
2 279 просмотров · 2 дня назад
ଦୁଃସାହସୀ ପାଇଲଟ ସ୍ମିତ୍ ମଚ୍ଛାର ଆମ ପଡ଼ୋଶୀ, ବହୁତ୍ ବଢିଆ ଲୋକ! ସେ ଅତି ଚତୁରତାର ସହ କକ୍‌ପିଟ୍ ଦ୍ୱାରର ଲକ୍ ମୁକ୍ତ କରିଥିଲେ, ଯାହାଫଳରେ କ୍ୟାବିନ୍ କ୍ରୁ ଏବଂ ଅନ୍ୟ ଯାତ୍ରୀମାନେ ଭିତରକୁ ଆସି ଦୁର୍ବୃତ୍ତ ସହ-ପାଇଲଟ୍‌କୁ କାବୁ କରିଥିଲେ। ତାଙ୍କର ଏହି ବୀରତ୍ୱ ଯୋଗୁଁ ବିମାନରେ ଥିବା ୧୭୪ ଜଣ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ଜୀବନ ରକ୍ଷା ପାଇଛି। ମୁମ୍ବାଇରେ ରହୁଥିବା ତାଙ୍କ ପଡ଼ୋଶୀ ଏବଂ ସମଗ୍ର ଭାରତବାସୀ ଆଜି ତାଙ୍କର ଏହି ସାହସିକ କାର୍ଯ୍ୟ ପାଇଁ ଗର୍ବିତ।Captain Smit Machchhar neighbours, flydubai #SmitMachchhar #CaptainSmitMachchhar #IndianHero #FlydubaiHero #MumbaiPride Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha