ମୋହନ ମାଝୀ ଜିନ୍ଦାବାଦ୍, ମଦ୍ୟପ କଣ କହିବ ରାସ୍ତା କାମ ଡ୍ରେନ୍ ୯ଲକ୍ଷ ୫୦ ହଜାର କାମ ଚାଲିଛି! anandpur, keonjhar.
Pratidin TV
0:00 / 0:00
ମୋହନ ମାଝୀ ଜିନ୍ଦାବାଦ୍, ମଦ୍ୟପ କଣ କହିବ ରାସ୍ତା କାମ ଡ୍ରେନ୍ ୯ଲକ୍ଷ ୫୦ ହଜାର କାମ ଚାଲିଛି! anandpur, keonjhar.
625 просмотров · 13 часов назад
Pratidin TV
1,76 млн подписчиков
625 просмотров · 13 часов назад
ମୋହନ ମାଝୀ ଜିନ୍ଦାବାଦ୍, ମଦ୍ୟପ କଣ କହିବ ରାସ୍ତା କାମ ଡ୍ରେନ୍ ୯ଲକ୍ଷ ୫୦ ହଜାର କାମ ଚାଲିଛି! ବେଲଦା ଗ୍ରାମର ମନେରଗା ଡ୍ରେନ କାର୍ଯ୍ୟ ବିଡ଼ିଓ ଙ୍କ ନିର୍ଦେଶ ୱାର୍ଡ ମେମ୍ବର ଗ୍ରାମବାସୀଙ୍କ ସହଯୋଗରେ ଡ୍ରେନକାର୍ଯ୍ୟ ଚାଲୁ ରହିଛି ! ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ବେଲଦା ଗ୍ରାମର ରାସ୍ତା ସାଇଡ ରେ ଡ୍ରେନେଜ ସମସ୍ୟା ଦୀର୍ଘ ଦିନ ହେବ ଲାଗିରହିଥିଲା ll ଯେଉଁ ସମସ୍ୟା କୁ ଆଖି ଆଗରେ ରଖି ଆନନ୍ଦପୁର ବ୍ଲକ ବିଡ଼ିଓ ମନୋଜ କୁମାର ମହାନ୍ତ ନିର୍ଦେଶ ରେ 9 ଲକ୍ଷ 50 ହଜାର ଟଙ୍କା ଅନୁମୋଦନ କରିଥିଲେ ll ଡ୍ରେନେଜ କାର୍ଯ୍ୟ କନିଷ୍ଠ ଯନ୍ତ୍ରୀ ଙ୍କ ଏଷ୍ଟିମେଣ୍ଟ ସହ ଗ୍ରାମବାସୀଙ୍କ ସହଯୋଗରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ll anandpur, keonjhar.
#keonjharnews #drainagework #anandpur #odishanews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha