Перейти к содержимому

🔥 ବିହାରୀ ଷ୍ଟାଇଲ୍ ଚିକେନ୍ କଷା 😋 | ଢାବା ଷ୍ଟାଇଲ୍ ଦେଶୀ ଚିକେନ୍ | Bihari Style Chicken Kasa Recipe in Odia

Runu's odia kitchen

0:00 / 0:00

🔥 ବିହାରୀ ଷ୍ଟାଇଲ୍ ଚିକେନ୍ କଷା 😋 | ଢାବା ଷ୍ଟାଇଲ୍ ଦେଶୀ ଚିକେନ୍ | Bihari Style Chicken Kasa Recipe in Odia

388 просмотров · 13 дн. назад
Runu's odia kitchen
148 подписчиков
388 просмотров · 13 дн. назад
🙏 ନମସ୍କାର ଦର୍ଶକ ବନ୍ଧୁ ❤️ ଆଜି ଆମେ ବନେଇବା ବିହାରୀ ଷ୍ଟାଇଲ୍ ଚିକେନ୍ କଷା 😋🔥 ଏହି ଷ୍ଟାଇଲ୍‌ରେ ଚିକେନ୍ କଷା କରି ଖାଇଲେ ଆପଣଙ୍କୁ ଢାବାର ସ୍ୱାଦ ଘରେ ମିଳିବ। ମସଲାଦାର ଗାଢ଼ ଗ୍ରେଭି ଓ ଦେଶୀ ମସଲାର ଚମତ୍କାର ସ୍ୱାଦ ଏହି ରେସିପିକୁ ଆହୁରି ସ୍ୱାଦିଷ୍ଟ କରିବ। 😍 ଏହି ରେସିପିକୁ ଆପଣ ଘରେ ଅତି ସହଜରେ ବନେଇ ପାରିବେ। ଭିଡିଓଟି ଭଲ ଲାଗିଲେ ❤️ 👍 Like କରନ୍ତୁ 🔔 Channel କୁ Subscribe କରନ୍ତୁ 📲 ନିଜ ପରିବାର ଓ ସାଙ୍ଗମାନଙ୍କ ସହ Share କରନ୍ତୁ। ଆପଣଙ୍କ ଭଲପାଇବା ଆମକୁ ଆହୁରି ନୂଆ ନୂଆ ରେସିପି ଆଣିବାକୁ ଉତ୍ସାହିତ କରେ। 🙏❤️ #BihariStyleChicken #ChickenKosha #ChickenCurry #OdiaRecipe #OdiaCooking #ChickenRecipe #BihariChicken #DesiChicken #IndianChickenCurry #DhabaStyleChicken #NonVegRecipe #OdiaFood #OdiaFoodVlog #HomemadeChicken #ChickenMasala