Перейти к содержимому

ପ୍ରଭୁଙ୍କ ପାଇଁ ସର୍ବସ୍ୱ ତ୍ୟାଗର କରୁଣ କାହାଣୀ | Panchadeba Ep 198 | Swami Mukundakrushna | Sidharth Utsav

Sidharth Utsav

0:00 / 0:00

ପ୍ରଭୁଙ୍କ ପାଇଁ ସର୍ବସ୍ୱ ତ୍ୟାଗର କରୁଣ କାହାଣୀ | Panchadeba Ep 198 | Swami Mukundakrushna | Sidharth Utsav

4 676 просмотров · 19 ч назад
Sidharth Utsav
1,14 млн подписчиков
4 676 просмотров · 19 ч назад
ପଞ୍ଚଦେବ ଉପାସନାର ୧୯୮ ତମ ଅଧ୍ୟାୟରେ ପୂଜ୍ୟପାଦ ସ୍ୱାମୀ ମୁକୁନ୍ଦକୃଷ୍ଣ ଦାସଜୀ ମହାରାଜଙ୍କ ଶ୍ରୀମୁଖରୁ ଶ୍ରବଣ କରନ୍ତୁ ନବଧା ଭକ୍ତିର ଗଭୀର ମହିମା ଏବଂ ଭକ୍ତ ବଳି ରାଜାଙ୍କ ଅନନ୍ୟ ଆତ୍ମନିବେଦନ ଭାବ। କିପରି ସାଂସାରିକ ଲକ୍ଷ୍ମୀ ତ୍ୟାଗ କରି ବଳି ରାଜା ଭଗବାନଙ୍କ ଚରଣ କମଳକୁ ଆପଣେଇ ନେଇଥିଲେ, ଜାଣିବା ପାଇଁ ସମ୍ପୂର୍ଣ୍ଣ ପ୍ରବଚନ ନିଶ୍ଚୟ ଦେଖନ୍ତୁ। ଭିଡିଓଟି ଭଲ ଲାଗିଲେ Like, Share ଏବଂ Channel କୁ Subscribe କରନ୍ତୁ। ଜୟ ଜଗନ୍ନାଥ! Video Chapters: 00:00 - ନବଧା ଭକ୍ତି ଓ ଆଚାର୍ଯ୍ୟମାନଙ୍କ ମହିମା 02:05 - ଶ୍ରବଣ, କୀର୍ତ୍ତନ ଓ ସ୍ମରଣ ଭକ୍ତିର ଉଦାହରଣ 03:32 - ପାଦସେବନ, ଅର୍ଚ୍ଚନ, ବନ୍ଦନ ଓ ସଖ୍ୟ ଭକ୍ତି 05:12 - ହନୁମାନଜୀଙ୍କ ଦାସ୍ୟ ଭକ୍ତି 06:47 - ବଳି ରାଜାଙ୍କ ଆତ୍ମନିବେଦନ ଭକ୍ତି 08:35 - ଅପକୀର୍ତ୍ତିର ଭୟ ଓ ପ୍ରହ୍ଲାଦଙ୍କ ଆଦର୍ଶ 09:52 - ଗୁରୁ ଦଣ୍ଡର ମହତ୍ତ୍ୱ ଓ ଭଗବାନଙ୍କ କୃପା 12:13 - ଅସୁରମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହ 15:33 - ଭଗବାନ କେବଳ ଭାବର ଗ୍ରାହକ 16:08 - ଭଜନ: ଜାଣଇ ମିଥ୍ୟା ଏ ସଂସାର 19:12 - ବଳି ରାଜାଙ୍କ କଠିନ ପରୀକ୍ଷା ଓ ପ୍ରକୃତ ତ୍ୟାଗ 21:00 - ସାଂସାରିକ ଲକ୍ଷ୍ମୀ ତ୍ୟାଗ ଓ ଚରଣ କମଳ ପ୍ରାପ୍ତି 22:27 - ବଳି ରାଜାଙ୍କ ମସ୍ତକ ଦାନ ଓ ତୃତୀୟ ପାଦ ସ୍ଥାପନ 23:44 - ଉପସଂହାର ========================== To subscribe Sidharth Utsav's channel, click here 👇    / @sidharthutsavofficial   ========================== 🌐 Follow Us on Social Media: 📘 Facebook:   / sidharthutsavofficial   📸 Instagram:   / sidharthutsav   🐦 Twitter (X): https://x.com/sidharthutsav ========================== 📡 "Sidharth Utsav" DTH Details : Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796 =========================== Subscribe our other Television Channels : Sidharth TV :    / sidharthtv   Sidharth Gold :    / @sidharthgold   Jay Jagannath TV :    / @jayjagannathtvofficial   #SwamiMukundakrushna #Panchadeba #SidharthUtsav #BhaktiKatha #OdiaPravachan