୫ ଟଙ୍କାରେ ବୁଲା ଗୋମାତା ପାଇଁ ଆହାର ଭଳିଆ ଖାଦ୍ୟ ! Feed Stray animals in just ୫ rupees, Bbsr.
Pratidin TV
0:00 / 0:00
୫ ଟଙ୍କାରେ ବୁଲା ଗୋମାତା ପାଇଁ ଆହାର ଭଳିଆ ଖାଦ୍ୟ ! Feed Stray animals in just ୫ rupees, Bbsr.
1 124 просмотра · 11 часов назад
Pratidin TV
1,77 млн подписчиков
1 124 просмотра · 11 часов назад
୫ ଟଙ୍କାରେ ବୁଲା ଗୋମାତା ପାଇଁ ଆହାର ଭଳିଆ ଖାଦ୍ୟ !୫ ଟଙ୍କାରେ ପଶୁ ଖାଦ୍ୟ କେନ୍ଦ୍ର । ଭୋକିଲା ଓ ଅସହାୟ ରାସ୍ତା ପଶୁମାନଙ୍କ ପାଇଁ ଆରମ୍ଭ ହୋଇଛି ଏକ ନିଆରା ପ୍ରୟାସ । ମାତ୍ର ୫ ଟଙ୍କାରେ ମିଳୁଛି ପଶୁମାନଙ୍କ ପାଇଁ ଖାଦ୍ୟ ।୫ଟଙ୍କାରେ ବିସ୍କୁଟ , ଚୁଡ଼ା ଦହି , ଖେଚେଡ଼ି ଇତ୍ୟାଦି ଖାଦ୍ୟ ରହିଛି । ରାସ୍ତାରେ ବୁଲୁଥିବା ଗାଈ ,କୁକୁର ଓ ଅନ୍ୟ ପଶୁମାନେ ଯେପରି ଭୋକରେ ନ ରୁହନ୍ତୁ , ସେହି ଉଦ୍ଦେଶ୍ୟରେ ଏହି ଅଭିନବ ପଦକ୍ଷେପ ନେଇଛନ୍ତି । ସରକାର ୫ ଟଙ୍କାରେ ମଣିଷମାନଙ୍କୁ ଆହାର ଯୋଗାଉଛନ୍ତି କିନ୍ତୁ ବୁଲା ପଶୁମାନଙ୍କ ପାଇଁ କୌଣସି ପଦକ୍ଷେପ ନାହିଁ । ଏହା କେବଳ ଖାଦ୍ୟ ଯୋଗାଇବାର ଉଦ୍ୟମ ନୁହେଁ ବରଂ ଜୀବଜନ୍ତୁଙ୍କ ପ୍ରତି ସହାନୁଭୂତି , ଦୟା ଓ ମାନବିକତାର ଏକ ସୁନ୍ଦର ବାର୍ତ୍ତା । Feed Stray animals in just ୫ rupees, Bbsr.
#FeedStraysFor5Rupees #BhubaneswarDiaries
#SmartCityBhubaneswar #FeedAStray #StreetDogsOfBhubaneswar
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha